ପୁଣି ଚର୍ଚ୍ଚାରେ ଓଲିଉଡ ଅଭିନେତ୍ରୀ, ପ୍ରକୃତି ମିଶ୍ରଙ୍କ ଏହି ପ୍ରତିଭା ଦେଖି ଗର୍ବ କରୁଛି ସାରା ଭାରତ, ଦେଖନ୍ତୁ Viral ଭିଡିଓ

Ollywood Actress Prakruti Mishra amazing dance move gose viral on social media
ପ୍ରକୃତି ମିଶ୍ରଙ୍କ ଏହି ପ୍ରତିଭା ଦେଖି ଗର୍ବ କରୁଛି ସାରା ଭାରତ, ଦେଖନ୍ତୁ Viral ଭିଡିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଓଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର। ତେବେ ନିଜ ଅଭିନୟ  ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତି କିଛି ଦିନ ତଳେ ବିବାଦୀୟ ହୋଇପଡ଼ିଥିଲେ।  ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ଧକ୍କା ଓ ଗାଳି ଖାଇବା ପରେ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଓଡ଼ିଶାରେ କିଛି ଫିଲ୍ମ କରିବା ପରେ ମୁମ୍ବାଇ ଚାଲିଯାଇଥିବା ପ୍ରକୃତିଙ୍କୁ ଆଣ୍ଡ ଟିଭିର ଧାରାବାହିକ ବିଟ୍ଟି ବିଜନେସ ୱାଲି‌ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଏହା ସହ ସେ ଚର୍ଚ୍ଚିତ ରିୟାଲିଟି ସୋ’ ଏସ୍ ଅଫ୍ ସ୍ପେସ୍-୨ରେ ମଧ୍ୟ ପ୍ରତିଯୋଗୀ ହୋଇଥିଲେ। ଏହି ସୋ’ରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ସହ ବେଶ୍ ଲୋକପ୍ରିୟତା ବି ମିଳିଥିଲା। ସେ ଓଲିଉଡ ଓ ବଲିଉଡ ଉଭୟ ରେ ନିଜ ପ୍ରତିଭା ଦେଖାଇଛନ୍ତି।ଏବେ ସେ ବଲିଉଡ ରେ କିଛି ଫିଲ୍ମ ରେ ଅଭିନୟ କରିବା ସହିତ ହିନ୍ଦୀ ସିରିଏଲ ରେ ମଧ୍ୟ ଅଭିନୟ କରୁଛନ୍ତି। ତାଙ୍କ ପ୍ରତିଭା କୁ ଦେଖି ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି।ସେ ତାଙ୍କର ନାଚୁ ଥିବାର ଭିଡିଓ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରୁଛନ୍ତି।ଯାହାକୁ ତାଙ୍କ ଫ୍ୟାନସ ମାନେ ବହୁତ ପ୍ରଶଂସା କରିଛନ୍ତି।ଏହି ଅଭିନେତ୍ରୀ ଅଭିନୟ କ୍ଷେତ୍ର ରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି। ହେଲେ ସେ ଯାହା ବି ହେଉ ଏହି ଅଭିନେତ୍ରୀ ଜଣକ ନିଜ ବ୍ୟକ୍ତିଗତ ଜୀବନ ରେ ଯେପରି ହୁଅନ୍ତୁ ନା କାହିଁ ନିଜ ଅଭିନୟ ପାଇଁ ସେ ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ସେ ନାଚୁ ଥିବାର ଏକ ଭିଡିଓ ଏବେ ସୋସିଆଲ ଭାଇରାଲ ହୋଇ ଥିଲା।ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ। ସେ ବଲିଉଡ ରେ ମଧ୍ୟ ଏବେ ଏକ ଜଣା ଶୁଣା ଲୋକ ହୋଇ ଗଲେଣି। ସେ ତାଙ୍କ ପ୍ରଫେସନାଲ ଜୀବନ ରେ ବହୁତ୍ ଭଲ ଗୀତିକାର ହେବା ସହିତ ନୃତ୍ୟ ମଧ୍ୟ ଭଲ କରନ୍ତି। 

ଏହା ଛଡା ସେ ବଲିଉଡ ର କେତେକ ଫିଲ୍ମ ରେ ଅଭିନୟ କରି ସାରିଲେଣି।ତାଙ୍କ ଅଭିନୟ କୁ ମଧ୍ୟ ଅନେକ ପ୍ରଶଂସା କରି ଥାଆନ୍ତି। ପ୍ରକୃତି ଖୁବ୍ କମ୍ ବୟସ ରୁ ଓଡ଼ିଆ ସିନେ ଜଗତ ରେ ପାଦ ଥାପି ଥିଲେ।ଏହା ପରେ ସେ ମୁମ୍ବାଇ ରେ ଯାଇ ରହିଲେ।ସେଠାରେ ତାଙ୍କୁ ଖୁବ୍ ଭଲ ଭଲ ଅଫର ମିଳି ଥିଲା।

Share this story