ଫିଟ୍ ରହୁଛନ୍ତି ଫିର୍ ଭି କରୋନା ପଜିଟିଭ୍!
Apr 4, 2021, 12:00 IST

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟ, ଦେଶ ଓ ବିଦେଶରେ ମାତିଛି ମହାମାରୀ କରୋନା । ବଲିଉଡକୁ ମଧ୍ୟ ଭାଇରାସ ଗ୍ରାସ କରିଛି । କିଛି ଦିନ ମଧ୍ୟରେ ଅନେକ ବଲିଉଡ୍ ଷ୍ଟାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ନିକଟରେ ଅକ୍ଷୟ କୁମାର କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ କିଛି ଦିନ ତଳେ ସୁନ୍ଦରୀ ଆଲିଆ ଭଟ୍ଟଙ୍କୁ ମଧ୍ୟ କରୋନା ସଂକ୍ରମଣ କରିଛି । ଏଭଳି ସମୟରେ ପ୍ରଶ୍ନ ଉଠୁଛି ଶାରୀରିକ ଓ ମାନସିକ୍ ଫିଟ୍ ରହୁଥିବା ଏହି ଷ୍ଟାରମାନେ କେମିତି କରୋନାରେ ସଂକ୍ରମିତ ହୋଇ ଯାଉଛନ୍ତି ?
— Akshay Kumar (@akshaykumar) April 4, 2021
Wishing speedy recovery to alia 💙#AliaBhatt pic.twitter.com/9wp3VXJfJ6
— Ranbir Kapoor Team (@RanbirKTeam) April 1, 2021