ଗୁଡଲୀଙ୍କ ନୂଆ ଭେଞ୍ଚର: ଭୁବନେଶ୍ୱରରେ ଅତ୍ୟାଧୁନିକ ରେକର୍ଡିଂ ଷ୍ଡୁଡିଓ

ଗୁଡଲୀଙ୍କ ନୂଆ ଭେଞ୍ଚର: ଭୁବନେଶ୍ୱରରେ ଅତ୍ୟାଧୁନିକ ରେକର୍ଡିଂ ଷ୍ଡୁଡିଓ
ଗୁଡଲୀଙ୍କ ନୂଆ ଭେଞ୍ଚର: ଭୁବନେଶ୍ୱରରେ ଅତ୍ୟାଧୁନିକ ରେକର୍ଡିଂ ଷ୍ଡୁଡିଓ

ଭୁବନେଶ୍ୱର: ସବୁବେଳେ ସଂଗୀତ ପ୍ରେମୀଙ୍କୁ ନୂଆ ନୂଆ ଟେଷ୍ଟର ଗୀତ ସେ ଭେଟି ଦିଅନ୍ତି । ନିଜ ସଂଗୀତ ସଂରଚନାରେ ନୂଆ ନୂଆ ଟେକ୍ନଲୋଜିର ବ୍ୟବହାର କରି ସେ ସଫଳ ମଧ୍ୟ ହୋଇଛନ୍ତି ।

ଆମେ କହୁଛୁ ବିଶିଷ୍ଟ ସଂଗୀତକାର, କଣ୍ଠଶିଳ୍ପୀ, ଟିଭି ହୋଷ୍ଟ ଗୁଡଲୀ ରଥଙ୍କ କଥା । ସଂଗୀତ ପ୍ରେମୀଙ୍କୁ ଅଧିକା ମନଛୁଆଁ ଗୀତ ଭେଟି ଦେବାକୁ ଭୁବନେଶ୍ୱରରେ ଆରମ୍ଭ କରିଛନ୍ତି ନିଜର ଉଚ୍ଚକ୍ଷମତା ସମ୍ପନ୍ନ ମ୍ୟୁଜିକ ଷ୍ଟୁଡିଓ ।

ଗୁଡଲୀଙ୍କ ନୂଆ ଭେଞ୍ଚର: ଭୁବନେଶ୍ୱରରେ ଅତ୍ୟାଧୁନିକ ରେକର୍ଡିଂ ଷ୍ଡୁଡିଓ

ଅତ୍ୟାଧୁନିକ ଯନ୍ତ୍ରପାତି, ଜ୍ଞାନକୌଶଳର ବ୍ୟବହାର ଏବଂ କ୍ୱାଲିଟି ସେବା ପ୍ରଦାନରେ ଏହି ଷ୍ଟୁଡିଓ ବେଶ୍ ଖ୍ୟାତି ଅର୍ଜନ କରିବ ବୋଲି କହିଛନ୍ତି ଗୁଡଲୀ । 

Share this story

World Odia Language Conferene