ପୁରୀ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ରାନୁ ମଣ୍ଡଳ, କହିଲେ ଏପରି କଥା…

ପୁରୀ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ରାନୁ ମଣ୍ଡଳ, କହିଲେ ଏପରି କଥା…
ପୁରୀ ବୁଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ରାନୁ ମଣ୍ଡଳ, କହିଲେ ଏପରି କଥା…

ସୋସିଆଲ ମିଡିଆ ଓ ବଲିଉଡରେ ସନସନି ମଚାଇଥିବା ରାନୁ ମଣ୍ଡଳ ପୁରୀ ବୁଲିଛନ୍ତି । ବଲିଉଡରେ ପ୍ଲେବ୍ୟାକ ସିଙ୍ଗର ଭାବେ କାମ କରିବାର ସୁଯୋଗ ପାଇବା ପରେ ସେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ପୁରୀ ଆସିଛନ୍ତି ।

ରେଲୱେ ଷ୍ଟେସନରୁ ବଲିଉଡର ରଙ୍ଗୀନ ମାହୋଲରେ ପାଦ ଥାପି ରାତାରାତି ଷ୍ଟାର ବନିଗଲେ ରାନୁ । ବିଭିନ୍ନ ସ୍ତରରୁ ତାଙ୍କର ଫ୍ୟାନ ଫଲୋଅର ବି ବଢିଲେଣି ।

ଏକ ନୂଆ ମାହୋଲରେ ନୂଆ କ୍ୟାରିୟର ଆରମ୍ଭ କରୁଥିବା ରାନୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଥିବା କହିଛନ୍ତୁ ।

ମହାପ୍ରଭୁଙ୍କ ଦର୍ଶନ ପରେ ସେ ପୁରୀ ବେଳାଭୂମୀରେ କିଛି ସମୟ ବୁଲିଥିଲେ । ସେଠାରେ ସେ ଉଠାଇଥିବା ଏକ ଫଟୋ ନିଜ ଫେସବୁକରେ ଛାଡିଛନ୍ତି । ରାନୁଙ୍କୁ ବେଳାଭୂମୀରେ ଦେଖି ତାଙ୍କ ଫଲୋଅର ବି ବିଭୋର ହୋଇଥିଲେ ।

Share this story