ଭୁବନେଶ୍ୱର ଆସୁଛନ୍ତି ସନ୍ନି ଲିଓନି; କାହାକୁ ଓ କାହିଁକି ଭେଟିବେ ଖବର ନାହିଁ

bollywood actress sunny leoni comming bhubaneswar to attend a sepcial night programme

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାଦୀୟ ଅଭିନେତ୍ରୀ ସନ୍ନି ଲିଓନି ଓଡ଼ିଶା ଆସୁଛନ୍ତି। ଆସନ୍ତା ମାସରେ ସେ ଓଡ଼ିଶା ଆସିବେ ବୋଲି ଜଣା ପଡିଛି। 

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଆସନ୍ତା ଅଗଷ୍ଟ ମାସ ବାର ତାରିଖରେ ସନ୍ନି ଲିଓନି ଓଡ଼ିଶା ଆସିବେ। ସେ ନିଜେ ଏହି ସୂଚନା ସାମାଦିକ ଗଣମାଧ୍ୟମରେ ପ୍ରଦାନ କରିଛନ୍ତି। 

ଅଧିକ ପଢ଼ନ୍ତୁ: ମଝି ଆକାଶରେ ବେହୋସ ହୋଇଗଲେ ପାଇଲଟ୍ ; ଆଉ ତା’ପରେ ଘଟିଲା କିଛି ଏହିପରି ଘଟଣା…

ସେ ଏପରି କହୁଥିବା ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ : ବାଟରେ ଚାଲୁ ଚାଲୁ ଟଙ୍କାଟିଏ ଯଦି ମିଳେ କଣ କରିବେ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର...

ରାଜଧାନୀର ଏକ କ୍ଲବର ଉତ୍ସବରେ ଯୋଗ ଦେବାକୁ ସନ୍ନି ଲିଓନି ଆସୁଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ : ଇଲିୟାନାଙ୍କ ପେଟରେ କାହା ପିଲା? ବିନା ବିବାହରେ ହେବେ ମାଆ, ସାମ୍ନାକୁ ଆସିଲେ ମିଷ୍ଟ୍ରୀ ମ୍ୟାନ୍ 

Share this story