ବେଡ଼ ରୁମ ଫୋଟ ସେୟାର କଲେ ସବ୍ୟର୍ଚ୍ଚିତା: ହେଇଗଲା ଭାଇରଲ

SABYASA

ଓଡ଼ିଆ ଗସିପ ବ୍ୟୁରୋ: ଲୋକ ପ୍ରିୟ ସାମାଜିକ ଗଣମାଧ୍ୟମ ମଞ୍ଚ ଫେସବୁକରେ ଭାଇରଲ ହେଇଛି ଅଭିନେତା ସବ୍ୟସାଚୀ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅର୍ଚ୍ଚିତା ସାହୁଙ୍କ ବେଡ଼ ରୁମ ଫୋଟ।

Sabya

ନିଜେ ଓଲିଉଡ ର ଏହି ବେଷ୍ଟ କପୁଲ ଫୋ ସେୟାର କଲା ପରେ ଏହା ଭାଇରଲ ହେଉଛି...

ସବ୍ୟସାଚୀ ମିଶ୍ର (ଜନ୍ମ: ୬ ଅକ୍ଟୋବର ୧୯୮୫)ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।

'ସବ୍ୟସାଚୀ' ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ୧୯୮୫ ମସିହା ଅକ୍ଟୋବର ୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବିବାହ କରିଥିଲେ ।

୨୦୦୭ ମସିହାରେ ପାଗଳ ପ୍ରେମୀ କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ, ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି । ଏଥିସ‌ହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । 

Share this story