ପ୍ରମିଜ ଡେ' ରେ ପ୍ରେମିକାଙ୍କୁ ଏହି ପ୍ରତିଶ୍ରୁତି ଦେଲେ ଦୂତୀ

ଦୂତୀ

ଓଡ଼ିଆ ଗସିପ ବ୍ୟୁରୋ: ଚାଲିଛି ପ୍ରେମ ସପ୍ତାହ । ଚକୋଲେଟ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର ।

ପ୍ରେମରୁ ନେଇ ବନ୍ଧୁତ୍ୱ ଯେ କୌଣସି ସମ୍ପର୍କ ହେଉ, ସବୁର ମୂଳଦୁଆ ହେଉଛି ବିଶ୍ୱାସ । ଆଉ ଯଦି ଏହି ବିଶ୍ୱାସ ରହିଲା ତେବେ ସମସ୍ତ ସମ୍ପର୍କ ଚିରସ୍ଥାୟୀ ହେବ ସହିତ ସମ୍ପର୍କ ଆହୁରି ମଧୁରତର ହୋଇପାରିବ । 

ଆଉ ଆଜିର ଏହି ମୁହୂର୍ତ୍ତରେ ନିଜ ପ୍ରେମିକା ଙ୍କ ପାଇଁ ପୋଷ୍ଟ କରିଛନ୍ତି ଦୂତୀ ଚାନ୍ଦ। 

ଲେଖିଛନ୍ତି, ପ୍ରେମ ଓ ପ୍ରତିଶ୍ରୁତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ  । ଆଜି ହେଉଛି ସେହି ପ୍ରତିଶ୍ରୁତି ବା ପ୍ରୋମିଜ ଡେ’ । ପ୍ରେମ ସପ୍ତାହରେ ପଞ୍ଚମ ଦିନ ପ୍ରୋମିଜ ଡେ’ରେ ପ୍ରତିଶ୍ରୁତିରେ ଆବଦ୍ଧ ହୁଅନ୍ତି ପ୍ରେମି ଯୁଗଳ । ମନର ମଣିଷକୁ ସାତ ଜନ୍ମ ପାଇଁ ସାଥୀ କରିବା ପାଇଁ ନେଇଥାନ୍ତି ଶପଥ । ଜୀବନରେ ଯେତେ ଝଡ ତୋଫାନ ଆସିଲେବି କେବେବି କରବୁନି ପର ମୋତେ । ଅଧା ବାଟରେ ଛାଡିବୁନି ହାତ ମୋର ।
Happy promise day

Dutee

Share this story