ମଝି ରାସ୍ତାରେ ମିଡିଆ ସାମ୍ନାରେ ଖାଲି ତ ଉଚ୍ଛନ ହେଲେ ବୟଫ୍ରେଣ୍ଡ; କହିଲେ ଏବେ ମାନେ ଏବେ ହିଁ ଦେଖାଅ

lovebird-fight-near-ig-park-in-bhuaneswar

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଲଭ୍ – ସେକ୍ସ- ଧୋକ୍କା ହାଇଡ୍ରାମାର ଇଏ ହେଉଛି ପାର୍ଟ -2 । ଏହି ଭାଗରେ ଆମେ ଏହି ଖବରକୁ ଟିକେ ଅଧିକ ବିସ୍ତ୍ରୁତ ଭାବେ ଜାଣିବା । ଆଇଜି ପାର୍କ ରାସ୍ତା କଡ଼ରେ ଯେତେବେଳେ ଦୁଇ କପୁଲ ଯୁକ୍ତି ତର୍କରେ ମାହିର ଥିଲେ ସେତେବେଳେ ସେ ସବୁର ଦୃଶ୍ୟ ମିଡିଆକର୍ମୀଙ୍କ କ୍ୟାମେରାରେ କଏଦ ହେଉଥିଲା ।

ଯୁବତୀ ଜଣଙ୍କ ନିଜ ମନ ଇଚ୍ଛା ଯା ତା କହୁଥିବା ବେଳେ ପୁରୁଷ ବନ୍ଧୁ ବି ଛାଡ଼ିବା ଜନ୍ତୁ ନଥିଲା । ସେ ବି ପ୍ରବଳ ବର୍ଷିଥିଲା । ଯୁବତୀ ଜଣଙ୍କ ଯେଉଁ ଯେଉଁ ସବୁ ଅଭିଯୋଗ ଆଣିଥିଲେ ସେ ସବୁର ପ୍ରମାଣ ଦେଖାଅ ବୋଲି କହି ଉଚ୍ଛନ ହେଉଥିଲେ । ଅଡ଼ି ବସିଥିଲେ, ଆଉ କହିଥିଲେ ଯେ ଖାଲି ଅଭିଯୋଗ କଲେ ହେବନି ସେ ସବୁର ପ୍ରମାଣ ଦିଅ । ଗୋଟିଏ ମିନିଟ୍ ମଧ୍ୟରେ ଅନେକ ଥର ସେ ବାରମ୍ବାର ପ୍ରମାଣ ଦିଅ ପ୍ରମାଣ ଦିଅ ବୋଲି ଯୁକ୍ତି କରୁଥିଲେ ।...

ସେପଟେ ଉଭୟ ପ୍ରେମୀ  ଯୁଗଳଙ୍କ ପାଲା ଦେଖି ଲୋକ ଭିଡ଼ ହୋଇଥିଲେ। କାହିଁକି ବାହା ହେବନି ବୋଲ ପ୍ରଶ୍ନ କରିବାରୁ  ଯୁବକ ଜଣକ କହିଥିଲେ ସେ ଆଗ ଛାଡ଼ପତ୍ର ଦେଉ  ତାପରେ ବାହା ହେବି।

ଯୁବତୀ ଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ଝିଅ ଟିଏ ଥିବା ଜଣା ପଡ଼ିଛି। ପ୍ରେମୀ ଯୁଗଳ ହାଇଡ୍ରାମା ଦେଖିବା ପାଇଁ ଜମିଥିଲା ଲୋକଙ୍କ ଭିଡ଼ । ଶେଷରେ ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାଲା ପୋଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚରା  କରିଥିଲା ।

Share this story