ବାଡ଼ ଡେଇଁ ବୟଫ୍ରେଣ୍ଡ ପାଖକୁ ଆସିଲେ GF; କହିଲେ, ତମ ସହ ଟ୍ରେନ୍ ଲାଇନ୍ ରେ ବି ମୁଁ ଶୋଇବାକୁ ପ୍ରସ୍ତୁତ, ଚାଲ୍ ନା...

hydrama-of-a-loving-couple-in-bhubaneswar

ଓଡ଼ିଆ ଗସିପ୍ ବ୍ୟୁରୋ; ଗତ ତିନି ଦିନ ହେବ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରର ସବୁଠାରୁ ରୋମାଣ୍ଟିକ ପ୍ଲେସ ଆଇଜି ପାର୍କ କଡ଼ରେ ପ୍ରେମୀ ଯୁଗଳଙ୍କ ତୁମୁଳକାଣ୍ଡର ଖବର । ଆଜି ବି ଏହା ଟ୍ରେଣ୍ଡିଂ କରୁଛି ଏବଂ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

ଏ କାହାଣୀ ହେଉଛି ଲଭ୍ – ସେକ୍ସ ଓ ଧୋକ୍କାର ଏକ ଫେଣ୍ଟାଫେଣ୍ଟି କାହାଣୀ । ଯେଉଁଥିରେ ଡେରିଙ୍ଗ୍ ଅଛି, ପ୍ୟାର ମହବତ୍ ଓ ଇସ୍କ ରହିଛି । ହୋଟେଲକୁ ଯାଇ ମସ୍ତି କରିବାର ଏକ୍ପପେରିମେଣ୍ଟ ମଧ୍ୟ ରହିଛି । ଆଉ ଶେଷରେ ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନୀ କୁହେ ତୁମେ ତୁମେ ....

ହଁ ଆଜ୍ଞା ଏମିତି କିଛି ଖବର ଓ ଖବର ପଛର ସତ୍ୟତା ଆପଣଙ୍କ ସାମ୍ନାରେ ଆମେ ରଖିବାକୁ ଯାଉଛୁ ତାହା ପୁଣି ପାର୍ଟ ପାର୍ଟ କରି ତେଣୁ ଏହି ସିରିଜ୍ ରେ ଆପଣ ଟ୍ୱିଷ୍ଟ ୱାଲା ଲଭ୍ ଷ୍ଟୋରୀର ଆରମ୍ଭରୁ ଅନ୍ତ ଯାଏ ଜାଣିବାକୁ ପାଇପାରିବେ ।

କଥା ହେଉଛି ଯେ, ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ପ୍ରେମିକକୁ କୌଶଳ କ୍ରମେ ଧରିବା ପରେ ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଧୋକ୍କା ଦେଇ ଭୂଆଁ ବୁଲାଉଥିବା ପ୍ରେମିକକୁ ଯୁବତୀ ଜଣକ ଅନ୍ୟ ଏକ ନମ୍ବରରୁ ନାମ ବଦଳାଇ କଥା ହେବାରୁ ଦେଖା କରିଥିଲେ ।

ସେତେବେଳେ ଯୁବତୀ ଜଣକ ରଙ୍ଗେ ହାତ ଧରିଥଲେ । କ୍ୟାପିଟାଲ ଥାନା ପୋଲିସ ଦୁଇ ଜଣକୁ ନେଇ ପଚାର ଉଚରା କରିଛି। ପୋଲିସର ଜେରା ବେଳେ ଗାର୍ଲଫ୍ରେଣ୍ଡ କହିଛି ଯେ, ତା ପାଇଁ ମୁଁ ଛାତରୁ ଡେଇଁକି ଆସିଛି । ଏବେ ସେ ମୋତେ ବାହା ହେଉ, ସେ ଯେଉଁଠି ରଖିବ ଯେମିତି ରଖିବ ତା ସହ ରହିବି । ସେ ଟ୍ରେନ୍ ଲାଇନ୍ ରେ ଶୋଇଲେ ବି ମୁଁ ବି ତା ସହ ଟ୍ରେନ୍ ଲାଇନରେ ଶୋଇବି ।....

Share this story