କରୋନା କାଳରେ କ୍ୟାପିଟାଲ ୟଙ୍ଗଷ୍ଟରଙ୍କୁ ଘାରିଛି ସେକ୍ସ ଚିନ୍ତା; ଖଣ୍ଡଗିରିରେ ରାତି ଅଧରେ ଚାଲିଛି ଦେହ ବେପାର

କରୋନା କାଳରେ କ୍ୟାପିଟାଲ ୟଙ୍ଗଷ୍ଟରଙ୍କୁ ଘାରିଛି ସେକ୍ସ ଚିନ୍ତା; ଖଣ୍ଡଗିରିରେ ରାତି ଅଧରେ ଚାଲିଛି ଦେହ ବେପାର

ଓଡ଼ିଆ ଗସିପ୍ ବ୍ୟୁରୋ: ମହାମାରୀର ଲେଉଟାଣି ଭୟ ରହିଛି । ସଂକ୍ରମଣ କେତେ ଭୟଙ୍କର ହେବ ତାହା କହି ହେଉନି । ଏହାରି ମଧ୍ୟରେ ଲକଡାଉନ ସହ ସଟଡାଉନ ଘୋଷଣା ହେବାକୁ ଯାଉଥିବା ନେଇ ମଧ୍ୟ ଗୁଜବ ପ୍ରଚାର ହେଉଛି । ସରକାରଙ୍କ ପକ୍ଷରୁ ଏଯାଏ କିନ୍ତୁ ଏନେଇ କୌଣସି ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ।

ଏସବୁ ମଧ୍ୟରେ ବର୍ତ୍ତମାନ ଯାହା ଚିନ୍ତା ବଢ଼ାଉଛି ତାହା ହେଉଛି ରାଜଧାନୀର ଯୁବବର୍ଗଙ୍କ ମଧ୍ୟରେ ଦେହର ଭୋକ ବଢ଼ିବା ଏବଂ ସେମାନେ ସେକ୍ସ ପ୍ରତି ଏତେ ବ୍ୟାକୁଳ ହେଉଛନ୍ତି ଯେ, ଖୁଲମ ଖୁଲ୍ଲା ବିଚ୍ ରାସ୍ତାରେ କିନ୍ନରଙ୍କୁ ନେଇ ଦେହର କ୍ଷୁଧା ମେଣ୍ଟାଉଛନ୍ତି ।

କିନ୍ନରଙ୍କ ଭୂସ୍ୱର୍ଗ କୁହାଯାଉଥିବା ଖଣ୍ଡଗିରି ଅଞ୍ଚଳରେ ପ୍ରତିଦିନ ସଂଧ୍ୟାରେ ନାରୀମନ ନେଇ ପୁରୁଷ ଦେହରେ ଦେହ ବିକ୍ରି କରିବାକୁ ରାଜରାସ୍ତାକୁ ଆସୁଛନ୍ତି କିନ୍ନର । ଦୁଇ ଶହ ଟଙ୍କାରେ ଗ୍ରାହକଙ୍କୁ ଖୁସି କରିବାକୁ ପ୍ରସ୍ତାବ ଦେଉଛନ୍ତି ଏବଂ ତା ପରେ କେଉଁ ଏକ ନିଛାଟିଆ ରାସ୍ତା, ଗଳି କନ୍ଦି ଦେଖି ଦେହକୁ ଦେହ, ଓଠକୁ ଓଠ ମିଶାଇ ଦୈହିକ ସମ୍ପର୍କ ସ୍ଥାପନ କରୁଛନ୍ତି ନର ଓ କିନ୍ନର ।

ଏଠି ନର-କିନ୍ନର ଏକ ଓ ଏକାକାର ହୋଇ ସ୍ୱର୍ଗୀୟ ସୁଖ ପାଉଛନ୍ତି । ଏହି ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ ବେଳେ ସଂକ୍ରମଣ ଭୟ ଥିଲେ ମଧ୍ୟ ଏହାକୁ ଖାତିର ନ କରି ଯୌନ ପିପାସୁ ରାଜଧାନୀର ଯୁବବର୍ଗ ସେକ୍ସ ପ୍ରତି ଆକର୍ଷିତ ହିଁ ହେଉଛନ୍ତି ।

ରଙ୍ଗ ବେରଙ୍ଗର ପୋଷାକ ଓ ପରିପାଟି ସହ ସେମାନେ ଯୁବବର୍ଗଙ୍କୁ ଆକୃଷ୍ଚ କରିବାରେ କୌଣସି ସୁଯୋଗ ବି ହାତଛଡ଼ା କରନ୍ତି ନାହିଁ । ବେପାରକୁ ବେପାର ହେଲା ଦେହର ଭୋକ ବି ମରିଲା । ଆଉ ଏକଥାକୁ ନେଇ ଏବେ ଚର୍ଚ୍ଚା ଯେ, ରାଜଧାନୀର ଭୋକିଲା ଯୁବବର୍ଗ ସେକ୍ସ ସାଟିସଫାଏ ପାଇଁ ଦୁଇ ଶହ ଟଙ୍କା ଦେଇ ରାତି ଅଧରେ ରତିକ୍ରିଡାରେ ସାମିଲ ହେବା ପାଇଁ ସଙ୍କୋଚ କରୁନାହାନ୍ତି ।

Share this story