ଦେଢଶୁର ସାଜିଲା ପିଚାଶ, ଘରେ କେହି ନଥିବା ସମୟରେ ଭାଇ ବୋହୂଙ୍କ ଦେହ ସହ ଖେଳିଲା ଏହି ମାନବ ରୂପି ରାକ୍ଷସ, ଦେଖନ୍ତୁ ଭିଡ଼ିଓ...

brother in law wants physical always with younger brothers wife

ଓଡ଼ିଆ ଗସିପ ବ୍ୟୁରୋ: 'ତୁ ମୋର ସାନ ଭାଇର ସ୍ତ୍ରୀ ହେଲେ କଣ ହେଲା ଏମିତି କହି ଦେଢଶୁର ଭାଇ ବୋହୂର ଲୁଗା ଟାଣିଦେଲେ । ଆଉ କହିଥିଲେ ଘର କଥା ଘରେ ଲୁଚିଯିବ । ଏ କଥା କେହି ଜାଣିବେନି ମୋ ପାଖକୁ ଆସେ କହି ଦେହରୁ ଲୁଗା କାଢ଼ିଦେଲେ ଭାଇ ବୋହୁର ।' ଏମିତି ଶାରୀରିକ ଶୋଷଣ କରିଆସୁଥିଲେ ଦେଢଶୁର ଭାଇ ବୋହୁ ଉପରେ । ଆଉ ପରେ ଭାଇ ବୋହୁ କାନ୍ଦି କାନ୍ଦି ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଘଟଣା ପୁରା ଯାଜପୁର ଜିଲ୍ଲାକୁ ଦୋହଲେଇ ଦେଇଛି ।

କାରଣ ଝିଅଟିଏ ଯେତେବେଳେ ତାର ଶାଶୁଘରକୁ ଆସିଥାଏ, ସେତେବେଳେ ତାର ଆଖିରେ ଆଖିଏ ସ୍ବପ୍ନ ନେଇ ଆସିଥାଏ । କାହା ସହିତ କିପରି ବ୍ୟବହାର କରିବ ସେଥିପାଇଁ ସେ ପ୍ରସ୍ତୁତ ହୋଇ ଆସିଥାଏ । ସେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିଥାଏ । ଆଉ ଭାବିଥାଏ କି, ତାର ପରିବାରକୁ ନେଇ ସୁଖ ଶାନ୍ତିରେ ରହିବ ।

କିନ୍ତୁ ଏହି ପରିବାର ଭିତରେ ତାକୁ ଏପରି କିଛି ଲୋକ ଦେଖିବାକୁ ମିଳି ଯାଆନ୍ତି, ଯେଉଁ ମାନେ ତା ପାଇଁ ପିଚାଶ ପାଲଟି ଯାନ୍ତି । ତାକୁ ଶାନ୍ତିରେ ବଞ୍ଚିବାକୁ ଦେଇ ନଥାନ୍ତି । ସେ ସ୍ଵାମୀ ହୁଅନ୍ତୁ କି ଶାଶୁ କି ନଣନ୍ଦ ହୁଅନ୍ତୁ କି ଦେଢ଼ଶୁର । ତେବେ ଏପରି କିଛି ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ବିରଚାନ୍ଦପୂର୍ ଅଞ୍ଚଳରେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଆଗକୁ ଧନୀ ହେବକୁ ଚାହୁଁଛନ୍ତି ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ଟି ନୀତି, ଦ୍ୱିତୀୟ ନୀତି ଆପଣଙ୍କୁ ନିଶ୍ଚିନ୍ତ ଧନୀ କରିଦେବ...

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପ୍ରେମ ସମ୍ପର୍କକୁ ଖରାପ କରେ ଆପଣଙ୍କର ଏହି ସବୁ ଲକ୍ଷଣ, ଏସବୁ ଜାଣି ସୁଧାରି ଦିଅନ୍ତୁ...

ଏହି ଅଞ୍ଚଳର ମହେଶ୍ୱର ସ୍ୱାଇଁ ନିଜ ଭାଇ ବୋହୁ ସୁଭଦ୍ରା ସ୍ବାଇଁଙ୍କୁ ଏକୁଟିଆ ପାଇ ତାଙ୍କୁ ବଳାତ୍କାର କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ସୁଭଦ୍ରା ନ୍ୟାୟ ଆଶାରେ ଥାନାରେ ଅଭିଯୋଗ କରିଛନ୍ତି । ସୁଭଦ୍ରାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ଵାମୀଙ୍କ ଅନୁପସ୍ଥିତିରେ ତାଙ୍କ ଦେଢ଼ଶୁର (ଭାଇଙ୍କ ବଡ ଭାଇ)ଙ୍କ ନଜର ସବୁବେଳେ ତାଙ୍କ ଉପରେ ରହୁଥିଲା । ସେ ତାଙ୍କ ଲୁଗାପଟା ଟାଣି ପକାଇ ଦେଉଥିଲେ ।

ସେ ଆହୁରି ମଧ୍ୟ ଧମକ ଦେଇଥିଲେ କି, ଘର କଥା ଘରେ ରହୁ । ଏ ବିଷୟରେ ଆଉ ଯେମିତି କେହି ନ ଜାଣି ପାରନ୍ତୁ । ଯଦି ଏ ବିଷୟରେ କେହି ଜାଣି ଗଲେ, ତେବେ ସେ ତାଙ୍କୁ ଆଉ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବେ ବୋଲି ଧମକଚମକ ଦେଉଥିଲେ ।

ତେବେ ପରିସ୍ଥିିତିରେ ପଡ଼ି ସୁଭଦ୍ରା ଚୁପ୍ ହୋଇ ରହି ଯାଇଥିଲେ । କିନ୍ତୁ କାଲି ସବୁ କିଛି ସୀମା ଟପିଯାଇଥିଲେ ଦେଢଶୁର ଜଣକ । ସୁଭଦ୍ରାଙ୍କ ସ୍ଵାମୀ ଘରେ ନଥିଲେ । ଏହି ସମୟରେ ତାଙ୍କ ଦେଢ଼ଶୁର ତାଙ୍କ ଲୁଗା ଖୋଲି ଦେଇଥିଲେ ଆଉ ତାଙ୍କୁ ବେଡ୍ ଉପରେ ଉଲଗ୍ନ କରି ପକାଇ ଦେଇଥିଲେ ।

ଏହାପରେ ସୁଭଦ୍ରା ଜୋରରେ ପାଟି କରିବାରୁ ତାଙ୍କ ଦେଢ଼ଶୁର ତାଙ୍କୁ ଛାଡି ଦେଇ ପଳାଇ ଯାଇଥିଲେ । ତେବେ ବର୍ତ୍ତମାନ ସୁଭଦ୍ରା ଆଉ କିଛି ଉପାୟ ନ ପାଇ ପୋଲିସ ନିକଟରେ ଯାଇ ଅଭିଯୋଗ କରିଛନ୍ତି ।

ତାଙ୍କ ଦେଢ଼ଶୁର ତାଙ୍କ ସହିତ ଜୋର୍ ଜବରଦସ୍ତି କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି, ଅନେକ ସମୟରେ ତାଙ୍କ ଦେଢ଼ଶୁର ଯଦି ତାଙ୍କୁ ଖରାପ ବ୍ୟବହାର କରନ୍ତି ତାହାଲେ ସେ ପ୍ରତିବାଦ କଲେ ତାଙ୍କ ବଡ ଯାଆ ଆଉ ତାଙ୍କ ଝିଅ ଆସି ତାଙ୍କୁ ମାଡ ମାରିବା ସହିତ ତାଙ୍କ ବେକ ଉପରେ ଛିଡା ହୋଇ ଯାଆନ୍ତି ।

Share this story