ରାଜରାସ୍ତାରେ ରାବଣ ସାଜି ଆସିଥିଲା ଯମଦୂତ:  ଟ୍ରକ୍‌-ଜିପ୍‌ ଧକ୍କା ଯୋଗୁ ଚାଲିଗଲା ୯ ଶ୍ରମିକଙ୍କ ଜୀବନ

12

ଓଡ଼ିଆ ଗସିପ୍ ବ୍ୟୁରୋ: ଟ୍ରକ୍‌ ସହ ଜିପ୍‌ ଧକ୍କା ହେବା ଯୋଗୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସୂଚନା ଅନୁସାରେ, ଶ୍ରମିକମାନେ ବେଙ୍ଗାଲୁରୁ ଯାଉଥିବା ବେଳେ ସିରା ନିକଟ NHରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

null


 

Share this story