ଭାଇରାଲ ହେଲା ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ! ରହସ୍ୟମୟ ଚିଠି ଲେଖି କଲେ ଆତ୍ମହତ୍ୟା, ଜାଣନ୍ତୁ ପୂରା ଘଟଣା

viral pic of girl

ଓଡ଼ିଆ ଗସିପ ବ୍ୟୁରୋ: ପୁଣିଥରେ ଯୁବତୀଙ୍କ ଅନ୍ତରଙ୍ଗ ଫୋଟୋ ଏବଂ ଭିଡ଼ିଓ ହେଲା ଭାଇରାଲ । ନିଜର ଏଭଳି ଫୋଟୋ ଭାଇରାଲ ହେବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଥିବା ବେଳେ ଏହା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଗୁଡିକୁ ସ୍ଥାନୀୟ ଖଜୁରୀପଡ଼ାର ଜଣେ ଯୁବକ ଭାଇରାଲ କରି ଦେଇଥିବା ଜଣାପଡିଥିଲା ।

ଏଭଳି ଖବର ପାଇବା ପରେ ଯୁବତୀ ଜଣକ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ତେବେ, ଆତ୍ମହତ୍ୟା କରିବା ପୂର୍ବରୁ ସେ ସ୍ଥାନୀୟ IICଙ୍କୁ ଏକ ଚିଠି ଲେଖିଛନ୍ତି ।

ପୋଲିସ ତନାଘନା ଜାରି ରହିଛି ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡିଛି । ଏଥିନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Share this story