ଲମ୍ବା ସମୟ ଯାଏ ସେକ୍ସ ପାଇଁ ପୁରୁଷତ୍ବ ବୃଦ୍ଧି ବଟିକା ; 15 ମିନଚର ସେକ୍ସ ପରେ ଉଡ଼ିଲା ହୋସ, କାଳ ହେଲା ଡାର୍ଟି ଖେଳ

32123

ଓଡ଼ିଆ ଗସିପ୍ ବ୍ୟୁରୋ: ପୁରୁଷାଙ୍ଗ ବୃଦ୍ଧିରେ ସହାୟକ ହୋଇଥାଏ  ବିଭିନ୍ନ ପ୍ରକାର ବଟିକା ଆଉ ଲିକ୍ୟୁଡ୍ । କିନ୍ତୁ ଅଧିକାଂଶ ସମୟରେ ଏହା ଘାତକ ସାବ୍ୟସ୍ତ ହେବାର ପ୍ରମାଣ ବି ରହିଛି । ଏଇ ଯେମିତି ମହାରାଷ୍ଟ୍ରରୁ ଏହି ଖବର ଆସିଛି । ଖବର ଏମିତି ଯେ, ସମସ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । କହିବାକୁ ଗଲେ ତ ସମସ୍ତଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଜରୁରୀ କିନ୍ତୁ ଜାଣିବା ଅପେକ୍ଷା ସମସ୍ୟାର ସମାଧାନ ପାଇଁ ଆଗ୍ରହ  ଦେଖାଇବା । ତେବେ ପଢ଼ନ୍ତୁ ଏହି ପୁରା ଖବର...

ପ୍ରେମିକାଙ୍କ ସହ ଲଜକୁ ଯାଇଥିବା ୨୫ ବର୍ଷ ବୟସ୍କ ପ୍ରେମିକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏପରି ଘଟଣା ନାଗପୁର ଜିଲ୍ଲାର ସାଭେନର ସହରରେ ଘଟିଛି। ମୃତ ବ୍ୟକ୍ତିଜଣକ ହେଲେ ଅଜୟ ପରାତକେଇ । ପୋଲିସର ସୂଚନାନୁସାରେ, ମୃତ ଯୁବକଙ୍କ ପକେଟରୁ ମିଳିଥିଲା ପୁରୁଷତ୍ବ ବୃଦ୍ଧି ବଟିକା । ଏହି ବଟିକାର ଅଧିକା ମାତ୍ରା ଯୁବକ ଜଣକ ଖାଇଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ ଅଜୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରବିବାର ସନ୍ଧ୍ୟାରେ ସାଭେନର ଏକ ଲଜକୁ ଯାଇଥିଲେ । ଲଜକୁ ଯିବା ପରେ ଅଜୟ ହଠାତ୍ ବେହୋସ ହୋଇଗଲେ । ଏହାଦେଖି ଅଜୟଙ୍କ ଗର୍ଲଫ୍ରେଣ୍ଡ ଲଜରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହାସହ ଅଜୟଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡାକିଥିଲେ।

1

ଅଜୟଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯିବା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହାପରେ ଲଜର ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଜୟଙ୍କ ପକେଟରୁ ଷ୍ଟାମିନା ବଢାଇବା ବଟିକା ଜବତ କରାଯାଇଛି ।

Share this story