ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା: ସୁସ୍ଥ ରହିଛନ୍ତି ଡକ୍ଟର ଚେଲ୍ଲା କୁମାର…

ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା: ସୁସ୍ଥ ରହିଛନ୍ତି ଡକ୍ଟର ଚେଲ୍ଲା କୁମାର…
ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ କରୋନା: ସୁସ୍ଥ ରହିଛନ୍ତି ଡକ୍ଟର ଚେଲ୍ଲା କୁମାର…

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ପ୍ରଭାବରୀଙ୍କୁ କବଳିତ କରିଛି ମହାମାରୀ କରୋନା ଭାଇରାସ । ଏନେଇ ନିଜେ ଓଡ଼ିଶା କଂଗ୍ରେସ ପ୍ରଭାବୀ ଡକ୍ଟର ଚେଲ୍ଲା କୁମାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସେ ଟ୍ୱିଇଟରେ ଉଲ୍ଲେଖ କରିଛନ୍ତି ଯେ, ମୁଁ କରୋନା ପଜିଟିଭ୍ ଅଟେ ।ବିଗତ ଦିନରେ ମୋ ସହ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ନିଜ ନିଜର ଟେଷ୍ଟ କରାଇନେବା ପାଇଁ ମୁଁ ଅନୁରୋଧ କରୁଛି । ସେହିଭଳି ସେ ସମସ୍ତଙ୍କର ସୁସ୍ଥତା କାମନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଏବେ ରାଜ୍ୟ କଂଗ୍ରେସର ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି । ତାମିଲନାଡ଼ୁର କ୍ରୀଷ୍ଣଗିରି ଲୋକସଭା ଆସନରୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ ।

Share this story

World Odia Language Conferene