ଷ୍ଟାର କ୍ୟାମ୍ପେନର: ଅନୁଭବ ଆଉଟ, ଅରିନ୍ଦମ ଇନ୍!

ଷ୍ଟାର କ୍ୟାମ୍ପେନର: ଅନୁଭବ ଆଉଟ, ଅରିନ୍ଦମ ଇନ୍!
ଷ୍ଟାର କ୍ୟାମ୍ପେନର: ଅନୁଭବ ଆଉଟ, ଅରିନ୍ଦମ ଇନ୍!

ଓଡ଼ିଆ ଗସିପ୍ ବ୍ୟୁରୋ:  ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଘୋଷଣା ହୋଇଛି ଷ୍ଟାର ପ୍ରଚାରକ ତାଲିକା ।

ଏହି ତାଲିକାରେ କେନ୍ଦ୍ରାପଡ଼ା ସାଂସଦ  ଅନୁଭବ ମହାନ୍ତିଙ୍କୁ ବାଦ ଦିଆଯାଇଛି ।

ପୂର୍ବତନ ବିଧାୟକ ତଥା ଓଲିଉଡ୍ ଅଭିନେତ୍ରୀ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ଭଳି ଚିତ୍ରତାରକାଙ୍କ ନାମ ରହିଛି ।

ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।

Share this story

World Odia Language Conferene