ମଝି ସମୁଦ୍ରରେ ଘଣ୍ଟାଏ ତଳେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ବର୍ଷାର ପରିମାଣ ବଢ଼ିବା ନେଇ ଆଲର୍ଟ ଜାରି
 

Low Pressure Area Over Bay Of Bengal To Trigger Heavy Rainfall
 
Low Pressure Area Over Bay Of Bengal To Trigger Heavy Rainfall
ବର୍ଷାର ପରିମାଣ ବଢ଼ିବା ନେଇ ଆଲର୍ଟ ଜାରି
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାଣିପାଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଘଣ୍ଟାଏ ତଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଯାହାର ପ୍ରଭାବ ଓଡ଼ିଶା ଉପରେ ଗୁରୁତର ଭାବେ ପଡ଼ିବ । କେବଳ ଓଡ଼ିଶା କାହିଁକି ପଡ଼ୋଶୀ ପଶ୍ଚିମଙ୍ଗର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏହି ଲଘୁଚାପର ପ୍ରଭାବ ପଡ଼ିବ ।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । କେତେକ ନିର୍ଦ୍ଧିଷ୍ଟ ସ୍ଥାନରେ ମଧ୍ୟମରୁ ପ୍ରବଳ ଓ ଅତି ପ୍ରବଳ ବର୍ଷା ହେବା ସହ ବର୍ଷାର ବିସ୍ତ୍ରୁତି ବଢ଼ିବ ବୋଲି ଆଶଙ୍କା କରାଯାଇଛି । 

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ପାଣିପାଗ ବିଭିଗାର ସଦ୍ୟତମ ଅନୁସାରେ, ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | ଏହା ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ