କେମିତି କଟିବ ଆସନ୍ତା ସପ୍ତାହ, ଜାଣନ୍ତୁ

 

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ - ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବଆପଣଙ୍କ ପାଇଁ ଆଦି ଦିନଟି ଖୁସିରେ କଟିବ । ବୁଦ୍ଧି ଏବଂ ବିବେକ ସହିତ ନିଷ୍ପତ୍ତି ନେଇ ଆପଣ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିପାରନ୍ତି । ଦୀର୍ଘ ସମୟ ଧରି ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ ।

ବୃଷ - ଦାମ୍ପତ୍ୟ ଜୀବନରେ ଖୁସି ଆସିବ ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ତ୍ୟ ଜୀବନରେ ଖୁସି ଲାଗି ରହିବ । ବନ୍ଧୁଙ୍କ ସହଯୋଗ ପାଇବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ଆସନ୍ତାକାଲି ସଫଳ ହେବ ।

ମିଥୁନ - ନୂତନ ଚାକିରି ପାଇପାରନ୍ତି ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ କରିପାରନ୍ତି । ବ୍ୟବସାୟରେ ବୃଦ୍ଧି ହେବ । ଦାୟିତ୍ଵବାନ୍ ହୋଇ କାମ କରିବେ । ବିଦ୍ୟାର୍ଥୀ ମାନେ ପାଠ ପଢାରେ ମନ ଲଗାଇବେ ।

କର୍କଟ - ସମସ୍ୟାର ସମାଧାନ ହେବ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ । ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇପାରନ୍ତି ।

ଅଧିକ ପଢ଼ନ୍ତୁ: ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ହୋଟେଲରେ ତାଲା ? କାହିଁକି ବିପଦକୁ ଡାକିଲେ ମାଲିକ, କିଏ ଏହି ଅନୀଲ ଭୋଳ

ସିଂହ - ନିଷ୍ପତ୍ତି ନେବାରେ ତତ୍ପରତା ଦେଖାନ୍ତୁ ନାହିଁ ବ୍ୟବସାୟ ପ୍ରସଙ୍ଗରେ ବହୁତ୍ ସଫଳ ହେବେ । ଯୋଜନା କାର୍ଯକାରୀ ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି ସହିତ ଜଡିତ ଅନେକ ନୂତନ ବିକଳ୍ପ ଆପଣ ପାଇପାରିବେ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ ।

କନ୍ୟା - ବ୍ୟବସାୟରେ ଉନ୍ନତି ହେବ ବ୍ୟବସାୟରେ ଉନ୍ନତି ହେବ । ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେହେ । ମାନସିକ ଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ ।

ତୁଳା - ବିବାହ ପ୍ରସ୍ତାବ ଆସିପାରେ ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିଛି । ବିବାହ ପ୍ରସ୍ତାବ ପାଇବାର ସମ୍ଭାବନା ଅଛି । ଆର୍ଥିକ ଉନ୍ନତି ହେବ । ବିଦ୍ୟାର୍ଥୀ ପାଠପଢାରେ ମନନିବେଶ କରିବେ ।

ବିଛା - ଦାମ୍ପତ୍ୟ ଜୀବନ ମଧୁର ହେବ ପାରିବାରିକ ଜୀବନ ରେ ଖୁସି ଲାଗିରହିବ । ଆୟ ବୃଦ୍ଧି ହୋଇପାରେ । ସମାଜରେ ପ୍ରତିଷ୍ଠା ଲାଭ କରିବେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ରାଜ ପରିବାର: ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

ଧନୁ - ସ୍ୱାସ୍ଥ୍ୟ ଉତ୍ତମ ରହିବ ଆପଣ ଯାହା ବି କରିବେ ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ର ରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ ।

ମକର - ବିଦ୍ୟାର୍ଥୀ ଲାଭବାନ ହେବେ ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀ ଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ । ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କୁମ୍ଭ - ଅର୍ଥ ନିବେଶ କରିପାରନ୍ତି ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ । ନିବେଶ ପାଇଁ ଦିନଟି ଭଲ ରହିଛି । ଆସନ୍ତାକାଲି ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ ।

ମୀନ - ରାଜନୈତିକ ବ୍ୟକ୍ତିମାନେ ସଫଳ ହେବେ ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ । ବ୍ୟବସାୟ ସନ୍ତୋଷ ଜଣକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରିବାର ସଦସ୍ୟଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ ।