କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବ ଉପରେ ଲାଗିଲା ମୋହର
Jun 16, 2026, 02:18 IST
ଓଡ଼ିଆ ଗସିପ ବ୍ୟୁରୋ (ସ୍ୱତନ୍ତ୍ର ପ୍ରତିନିଧି, ଭୁବନେଶ୍ୱର, ୧୨/୦୬/୨୦୨୬): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ନେଇ ବସିଥିବା କ୍ୟାବିନେଟ୍ ବୈଠକରେ ଆଜି ୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ଏହି ପ୍ରସ୍ତାବଗୁଡିକ ମଧ୍ୟରେ ମୁଖ୍ୟତଃ ୬ ଟି ବିଭାଗର ୮ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ଅନୁଗର୍ଗ କହିଛନ୍ତି କି ସରକାର ୨ ବର୍ଷ ମଧ୍ୟରେ ୩୦୧ ପ୍ରସ୍ତାବ ପାରିତ କରିଛନ୍ତି ।
୧-ହସ୍ତତନ୍ତ୍ର ଓ ହସ୍ତକଳାର ଉନ୍ନତି ପାଇଁ ୩୬୧ କୋଟି
୨- ଭିବି ଜି ରାମଜିରେ ମିଳିବ ୧୨୫ ଦିନର କାମ
୩- ସହରୀ ଯୋଜନା ସ୍କିମ୍ ବିଡ଼ିଏ ପକ୍ଷରୁ ଭତଳ ସ୍ୱେରେଜ ପାଇଁ ୧୭୫ କୋଟି
୪- ଉଠାଦୋକାନୀଙ୍କୁ ଦିଆଯାଇଥିବା ଋଣରେ ଷ୍ଟାମ୍ପ ଡ୍ୟୁଟି ଛାଡ଼
୫-୬୪ଟି ସ୍ଥାନରେ ଇଂରାଜୀ ବନାନ ସଂଶୋଧନ
.png)
