ଏଥର ନିଶ୍ଚିତ ଇସ୍ରୋ ଜିଣିବ ଚନ୍ଦ୍ର ଅଭିଯାନ: ସପ୍ତାହକ ପରେ ରକେଟରେ ଜହ୍ନମାମୁଁର ଦେଶ ଯିବ ଚନ୍ଦ୍ରଯାନ

ଆସନ୍ତା ୧୪ରେ ଲଞ୍ଚ ହେବ ଇସ୍ରୋର ‘ଚନ୍ଦ୍ରୟାନ-୩', ଜହ୍ନକୁ ଯାତ୍ରା ପାଇଁ ଟୁଇଟ କରି ତାରିଖ ଘୋଷଣା କଲା ଇସ୍ରୋ

 

ଓଡ଼ିଆ ଗସିପ୍ ବ୍ୟୁରୋ:  ଜୁଲାଇ ୧୪ରେ ଚନ୍ଦ୍ରପୃଷ୍ଠକୁ ଯିବ ଚନ୍ଦ୍ରଯାନ ୩। ୧୪ ତାରିଖରେ ଆନ୍ଧ୍ରପ୍ରଦେଶସ୍ଥିତ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ‘ଚନ୍ଦ୍ରୟାନ-୩’ର ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି। GSLV ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩ ଜହ୍ନକୁ ଯିବ। ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ।

 

ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତିମାନେ ଆଜି ବନ୍ଧୁମାନଙ୍କୁ ବିଶ୍ଵାସକୁ ନ ନେବା ଭଲ, ନଚେତ ସମସ୍ୟାରେ ପଡ଼ିବେ

 

 ଅଧିକ ପଢ଼ନ୍ତୁ: ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ