ସାମ୍ନାକୁ ଯାହା ଆସିବାର ନଥିଲା ତାହା ହିଁ ଆସିଲା: ଡିଲେଟ୍ ହେବା ପୂର୍ବରୁ ଦେଖନ୍ତୁ ଶୁଭଲକ୍ଷ୍ମୀଙ୍କ ଭାଇରାଲ ଏମଏମଏସ, କିଏ ଏହି ଅଜଣା ଯୁବକ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଶେଷରେ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଓଡ଼ିଶାବାସୀ ଯାହା ଦେଖିବାକୁ ଚାହୁଁନଥିଲେ ତାହା ହିଁ ଦେଖିଲେ । ଆଉ ଯାହା ନ ଦେଖିବାର ଥିଲା ତାକୁ ଦେଖିଲା ପରେ ନିଜକୁ ଆଉ ବିଶ୍ୱାସ କରି ପାରୁନାହାନ୍ତି ।

ଏଠି ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ ପରେ ସାମ୍ନାକୁ ଆସିଛନ୍ତି ତୃତୀୟ ପୁରୁଷ । ଏ ପରିକି ତୃତୀୟ ପୁରୁଷର ଚର୍ଚ୍ଚା ମଧ୍ୟରେ ଚତୁର୍ଥ ପର ପୁରୁଷ ସହ ନଜର ଆସିଛନ୍ତି ନିଜ ଜୀବନକୁ ନିଜେ ଶେଷ କରି ଦେଇଥିବା ବାର୍ ଗାର୍ଲ ଶୁଭଲକ୍ଷ୍ମୀ ।

ଅଧିକ ପଢ଼ନ୍ତୁ: ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ହୋଟେଲରେ ତାଲା ? କାହିଁକି ବିପଦକୁ ଡାକିଲେ ମାଲିକ, କିଏ ଏହି ଅନୀଲ ଭୋଳ

ସୋସିଆଲ ମିଡିଆରେ ଏବେ ୬୦ ସେକେଣ୍ଡର ଏକ ଭିଡିଓ ନିଆଁ ଭଳି ଭାଇରାଲ ହେଉଛି । ମୋବାଇଲକୁ ମୋବାଇଲରୁ ଘୁରି ବୁଲୁଥିବା ଏହି ଭିଡିଓକୁ ଯିଏ ଦେଖିଛି ସେ ନିଜକୁ ବିଶ୍ୱାସ କରିପାରୁନି । ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କୁ ଭିଡିଓରେ ଦେଖିବା ପରେ ଏବେ  ୧୨ ଲୋକଙ୍କ ୧୩ କଥା ଚର୍ଚ୍ଚା ଆଲୋଚନା ଓ ସମାଲୋଚନା ।

କିଏ କିଏ ତ କହୁଛି ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ଏମିତି ଅନେକ ଭିଡିଓ ସାମ୍ନାକୁ ଆସିପାରେ । ତେବେ ଭାଇରାଲ ଭିଡିଓରେ ନଜର ଆସୁଥିବା ସଂପୃକ୍ତ ଯୁବକ ଜଣଙ୍କ କିଏ ତାଙ୍କର ପରିଚୟ ମିଳିନାହିଁ ।

ସେ କେଉଁଠୁ ଆସିଲେ ଶୁଭଲକ୍ଷ୍ମୀଙ୍କ ସହ ତାଙ୍କର ସମ୍ପର୍କ କେଉଁଠୁ ଓ କେମିତି ଆରମ୍ଭ ହେଲା ତାକୁ ନେଇ ନେଇ କଳ୍ପନା ଜଳ୍ପନା ଆରମ୍ଭ ମଧ୍ୟ ହୋଇଯାଇଛି । ଭାଇରାଲ ହେଉଥିବା ଭିଡିଓ କେଉଁଠିକାର, ସମ୍ଭୋଗ ସୁଖର ଆନନ୍ଦ ନେବା ବେଳେ ଭିଡିଓ ଉତ୍ତୋଳନର ଆବଶ୍ୟକତା କାହିଁକି ପଡ଼ିଲା ଏବଂ କିଏ ଭାଇରାଲ କଲା ବୋଲି ମଧ୍ୟ ଆଲୋଚନା ହୋଇଛି ।

ଅଧିକ ପଢ଼ନ୍ତୁ: ପୁଣି ଚର୍ଚ୍ଚାରେ ରାଜ ପରିବାର: ଏହି କାରଣ ପାଇଁ ଟାଉନ୍ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ

ଗୋଟିଏ ମିନିଟର ଅବଧିର ଏହି ଭିଡିଓରେ ସଂପୃକ୍ତ ଯୁବକ ଜଣଙ୍କ ଶୁଭଲକ୍ଷ୍ମୀଙ୍କୁ ମନୋଭରି ଉପଭୋଗ କରୁଥିବା ବେଳେ ଝୁଣି ଖାଉଥିବା ଦେଖିବାକୁ ମିଳିଛି । ତେବେ ଏହା ସହମତିରେ ସେକ୍ସ ହୋଇଛି କି ଟଙ୍କା ଲୋଭରେ କି ବାଧ୍ୟ ବାଧକତାରେ ହୋଇଛି ସେନେଇ ପୋଲିସ ଖୋଳତାଡ଼ କରିବା ପରେ ହିଁ ଜଣା ପଡ଼ିବ ବୋଲି ଆଲୋଚନା କରାଯାଉଛି ।

ଏହି ଅଜଣା ଯୁବକ ଜଣକ କିଏ ଯିଏ ଶୁଭଲକ୍ଷ୍ମୀଙ୍କ ସହ ବେଡ଼ ପାର୍ଟନର ହୋଇଛି ଏବଂ ଭିଡ଼ିଓ ଭାଇରାଲ କରିବାରେ ଏହି ଯୁବକଙ୍କ ସମ୍ପୃକ୍ତି ଅଛି କି ତାହାକୁ ନେଇ ପୋଲିସ ତଦନ୍ତ କରିବା ଉଚିତ ଏବଂ ଦୋଷୀକୁ ଗିରଫ କରିବା ଉଚିତ ।