୨୫ ବର୍ଷୀୟା ମୃତ ଯୁବତୀଙ୍କ ଦରପୋଡ଼ା ଶରୀରକୁ ଝୁଣି ଖାଇଗଲେ ଦୁଇ ମଦୁଆ

 

ଓଡ଼ିଆ ଗସିପ୍ ବ୍ୟୁରୋ: ସଭ୍ୟ ସମାଜରେ ଅସାମାଜିକ କଥା । ଲାଗୁଛି ସତେ ଯେମିତି କଳିଯୁଗ ସରି ସରି ଯାଉଛି । କଳିଯୁଗ ସରିବା ଆଗରୁ କିନ୍ତୁ ଯେଉଁ ଚିତ୍ର ସାମ୍ନାକୁ ଆସୁଛି ତାକୁ ଭାବିଲା ବେଳକୁ ମନଟା କେମିତି କେମିତି ହୋଇ ଯାଉଛି । ଯିଏ ଶୁଣୁଛି ସିଏ କହୁଛି ଛି ଛି ମଣିଷ ହୋଇ କେମିତି ଆଉ ଜଣେ ମଣିଷର ଦରାପଡ଼ ମାଂସ ଖାଇ ପାରିଲା ?

ଅଧିକ ପଢ଼ନ୍ତୁ : Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି

ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ଅଞ୍ଚଳରେ । ଦାନ୍ତୁଣିବନ୍ଧ ଗାଁରୁ । ସୂଚନା ଅନୁସାରେ ଗାଁର ୨୫ ବର୍ଷୀୟା ଜଣେ ଯୁବତୀଙ୍କର ରୋଗାଗ୍ରସ୍ତ ଅବସ୍ଥାରେ ମୃତ୍ୟୁ ହେବା ପରେ ଗାଁ ଲୋକେ ଶବଦାହ ପାଇଁ ଶ୍ମଶାନକୁ ନେଇଥିଲେ । ହେଲେ ଜୁଇରୁ ଅର୍ଦ୍ଧଦଗ୍ଧ ଶବରୁ ମାଂସ ଟାଣି ନେଇ ଦୁଇ ମଦ୍ୟପ ଖାଇଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ : କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ଏହି ଘଟଣା ପରେ ଗାଁ ଲୋକେ ସେମାନଙ୍କୁ କାବୁ କରି ନିସ୍ତୁକ ମାଡ ମାରିବା ସହ ପୋଲିସ ଜିମା ଦେଇଥିଲେ । ପୋଲିସ୍ ଉଭୟଙ୍କୁ ଅଟକ ରଖି ଜେରା କରୁଛି । ତେବେ ଘଟଣା ସଂପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।...