ମା’ ଶାରଳାଙ୍କ ମନ୍ଦିରର ମୁଖ୍ୟ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍
Miscreants Loot Cash From Donation Box At Maa Sarala Temple Jagatsinghpur
Dec 14, 2023, 19:33 IST

ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
ଓଡ଼ିଆ ଗସିପ୍ ବ୍ୟୁରୋ: ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ଶାରଳାଙ୍କ ମୁଖ୍ୟ ହୁଣ୍ଡି କାଟି ଲୁଟ । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛି।
ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
ତେବେ ୫-ଟି ଯୋଜନାରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ବେଢ଼ାକୁ କେତେକ ସ୍ଥାନରେ ଭଙ୍ଗା ଯାଇଥିଲା। ଯାହା ଫଳରେ ଚୋରି କରିବାକୁ ଚୋରକୁ ସୁହାଇଛି। ଅନ୍ୟପଟେ ମନ୍ଦିର ଫାଣ୍ଡି ଥିବା ସତ୍ତ୍ୱେ ଏହି ଚୋରି କିପରି ଘଟିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !