ଲୋକସେବା ଭବନରେ ଅଗ୍ନିକାଣ୍ଡ, ଏହି କାରଣ ପାଇଁ ଲାଗିଲା ନିଆଁ...
 

Fire breaks out in Loka Seva Bhavan in Bhubaneswar
 
Fire breaks out in Loka Seva Bhavan in Bhubaneswar
ଲୋକସେବା ଭବନରେ ଅଗ୍ନିକାଣ୍ଡ

ଓଡ଼ିଆ ଗସିପ୍ ବ୍ୟୁରୋ: ଲୋକସେବା ଭବନରେ ଅଗ୍ନିକାଣ୍ଡ। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ବର୍ତ୍ତମାନ ନିଆଁ ଲିଭାକାର୍ଯ୍ୟରେ ନିୟୋଜିତ ରହିଛି।

ଅଧିକ ପଢ଼ନ୍ତୁ: ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ଲୋକସେବା ଭବନ ଭିତରେ ଥିବା ଦମକଳ ଗାଡି ସହ କଳ୍ପନା ଓ ବରମୁଣ୍ଡାରୁ ବି ଦୁଇଟି ଅଗ୍ନିଶମ ଟିମ୍‌ ଆସି ପହଞ୍ଚିଛି । ଜିରୋ କାଜୁଆଲିଟି ପାଇଁ ଜୋରଦାର ଉଦ୍ୟମ ଚାଲିଛି ।

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ସୌମ୍ୟରଂଜନ ପଟ୍ଟନାୟକ, ତନୟା ପଟ୍ଟନାୟକ ହେଲେ ସମ୍ବାଦର ନୂଆ ସଂପାଦକ