ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
CM congratulated bbsr on the occasion of its 76th Foundation Day
Apr 13, 2024, 19:14 IST

୭୬ବର୍ଷରେ ରାଜଧାନୀ…,
ଓଡ଼ିଆ ଗସିପ୍ ବ୍ୟୁରୋ: ୭୬ ବର୍ଷରେ ପଦାର୍ପଣ କରିଛି ରାଜଧାନୀ। ୧୯୪୮ରେ ଏନ୍ଏସି, ୧୯୭୯ରେ ମୁନିସିପାଲିଟି ଓ ୧୯୯୪ରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜଧାନୀବାସୀଙ୍କୁ ମୌଳିକ ସେବା ଯୋଗାଇ ଆସୁଛି।
ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !
ନିଜ ଐତିହ୍ୟ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ୱର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ଆସନ୍ତୁ ଏହି ଧାରାକୁ ଅତୁଟ ରଖିବା, ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ବ୍ଲଡ଼ କ୍ୟାନ୍ସର ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା