ଦୂର ହେବ କୁଣ୍ଡଳୀରେ ମଙ୍ଗଳ ଦୋଷ, ବାସ୍ କରନ୍ତୁ ଏହିସବୁ ପ୍ରତିକାର…
 

Remedies for Mangal Dosha
 
 
କୁଣ୍ଡଳୀରେ ମଙ୍ଗଳ ଦୋଷ ଦୂର ବାସ୍ କରନ୍ତୁ ଏହିସବୁ ପ୍ରତିକାର…
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ଦେଖା ଦିଏ। ଏହା ଦ୍ବାରା ଶାରୀରିକ କଷ୍ଟ, ଆର୍ଥିକ କ୍ଷତି, ବୈବାହିକ ଜୀବନରେ ସମସ୍ୟା ଦେଖାଦେବା ତଥା ବିଳମ୍ବିତ ବିବାହ ଆଦି ସମସ୍ୟା ଉପୁଜେ। ତେବେ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ବ୍ୟବସ୍ଥା ରହିଛି।

ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ମଙ୍ଗଳ ଗ୍ରହକୁ ପୂଜା କରିବା ଦ୍ବାରା ମଙ୍ଗଳ ଦୋଷର ପ୍ରଭାବ କମ୍ ହୋଇଥାଏ। ମଙ୍ଗଳବାର ହନୁମାନଙ୍କ ପୂଜା କରିବା ଦ୍ବାରା ଏହାର ପ୍ରଭାବ କମ୍ ହୋଇଥାଏ।
ଲାଲ୍ ରଙ୍ଗ ମଙ୍ଗଳ ଗ୍ରହକୁ ପ୍ରତିନିଧିତ୍ବ କରେ। ସେଥିପାଇଁ ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ଲାଲ୍‌ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ।

ଅଧିକ ପଢନ୍ତୁ :ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବା ସହ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ରାଶିଫଳ 

ସେହିପରି ନାଲି ରଙ୍ଗ ବସ୍ତ୍ର ମଧ୍ୟ ମଙ୍ଗଳବାର ଦାନ କରିପାରିବେ।
ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ଯଜ୍ଞ ବି କରିପାରିବେ।
ଏହାବାଦ୍ ପ୍ରତି ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ସ୍ତୋତ୍ର ପାଠ କରିବା ଉଚିତ।

ଅଧିକ ପଢନ୍ତୁ :ଆୟ ତୁଳନାରେ ବ୍ୟୟ ବଢ଼ିବା ସହ ଏହି ରାଶି ଲୋକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହିବେ! ପଢନ୍ତୁ ଏ ସପ୍ତାହର ରାଶିଫଳ