ଜାଣନ୍ତୁ ଆସନ୍ତାକାଲିର ରାଶିଫଳ: ମହିଳା ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର

 

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଭଲ ଖବର ପାଇବେ। ଚାକିରି ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେଇପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବାର ଯୋଜନା କରିବେ। ବୃଷ: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ। ନୂତନ ଚିନ୍ତାଧାରାରେ ବ୍ୟବସାୟ ଆଗକୁ ବଢ଼ାଇପାରନ୍ତି। ଶତ୍ରୁ ଦବି ରହିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ। ମିଥୁନ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କଠାରୁ ପରାମର୍ଶ ନେବା ଜରୁରୀ। ଅଫିସରେ ଅଧୁରା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ।

ଅଧିକ ପଢ଼ନ୍ତୁ : ଏହି ୫ ଜିଲ୍ଲାରେ ଆଜି ତାଣ୍ଡବ ରଚିବ ତୁହାକୁ ତୁହା ବର୍ଷା: ସତର୍କ ରହିବାକୁ ଜାରି ହେଲା ଆଲର୍ଟ

କର୍କଟ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନେତା କୌଣସି ସମାରୋହରେ ମନକଥା ରଖିବେ। ଅଚାନକ ଧନଲାଭ ହେବ। ସିଂହ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନେତାଙ୍କୁ କୌଣସି ଭଲ ପଦ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲିଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। କନ୍ୟା: ନକାରାତ୍ମକ ମାନସିକତାର ଲୋକଙ୍କଠାରୁ ଦୂରରେ ରହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ ହୋଇପାରେ।

ଅଧିକ ପଢ଼ନ୍ତୁ : ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ କେଉଁଦିନ ହସ୍ତମୈଥୁନରୁ ଦୁରେଇ ରହିବେ

ତୁଳା: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ହେବ। ଆର୍ଥିକ ସ୍ଥିତି ମଜଭୁତି ହେବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ। ବିଛା: ବେପାରରେ ନିବେଶ ପାଇଁ ଭଲ ଦିନଟିଏ। ସପ୍ଟୱେର ଇଂଜିନିୟର ନିଜର ଲକ୍ଷ୍ୟ ପୂରାକରି ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷାର୍ଥୀ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।  ଧନୁ: ଅଫିସରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର। ଗରିବ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ମକର: ଜୀବନସାଥୀଠାରୁ କୌଣସି ଉପହାର ପାଇବେ। ପରିବାରରେ ସୁଖଶାନ୍ତିର ବାତାବରଣ ରହିିବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। କୁମ୍ଭ: ଅଫିସରେ ଆପଣଙ୍କ କାମ ବଦଳିପାରେ। କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ। ରାଜନୀତିରେ ମାନସମ୍ମାନ ବଢ଼ିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ। ମୀନ: ଧୈର୍ଯ୍ୟ ଧରିଲେ ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। ବ୍ୟବସାୟ ଭଲ ଭାବେ ଆଗକୁ ବଢ଼ିବ। ଅଫିସରେ ପଦୋନ୍ନତି ହେବାର ସୁଯୋଗ ଅଛି।