୧୪ ବର୍ଷରୁ ଯଦି ଲିଙ୍ଗ ଉପରେ ନିୟନ୍ତ୍ରଣ ନ ରହିଲେ ଆପଣ କଣ କରିବେ? ଏବେ ହିଁ ଜାଣି ନିଅନ୍ତୁ ନହେଲେ ପଚତେଇବେ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଯଦି ପ୍ୟାରେଣ୍ଟ ଏବଂ ଆପଣଙ୍କ ଘରେ ବଢ଼ିଲା ପୁଅ କିମ୍ବା ଝିଅ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ହଁ, ଏହି ଖବର ଏଇଥିପାଇଁ ପଢ଼ିବା ଜରୁରୀ କାହିଁକି ନା ଏହା ଆପଣଙ୍କ ପରିବାରର ସମସ୍ୟା ଓ ଏହି ସମସ୍ୟା ସମ୍ପର୍କରେ ଆପଣ ଅବଗତ ହେବା ଜରୁରୀ ।

ଯଦି ଆପଣଙ୍କ ପୁଅ କିମ୍ବା ଝିଅ ସ୍ୱପ୍ନ ଦୋଷର ଶିକାର ହେଉଛନ୍ତି ସେମାନଙ୍କ ମାଆଙ୍କୁ କିମ୍ବା ଆପଣଙ୍କୁ କହିପାରୁନାହାନ୍ତି ଏବଂ ଏନେଇ ଆପଣ ଅନୁଭବ କରୁଛନ୍ତି ତେବେ ସେମାନଙ୍କ ସହ ଆପଣ ଜଣେ ସାଙ୍ଗ ଭଳି ବ୍ୟବହାର କରି କଥା ହୁଅନ୍ତୁ । କଥା ହୁଅନ୍ତୁ ଏବଂ ତାଙ୍କୁ ବୁଝାନ୍ତୁ ଯେ, ଏହା କୌଣସି ଖରାପ କଥା ନୁହେଁ କିମ୍ବା କୌଣସି ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ନୁହେଁ ।

ପୁଅକୁ ୧୪ ବର୍ଷ ହେଲାମାନେ ସେମାନଙ୍କ ଶାରୀରିକ ପରିବର୍ତ୍ତନ ଦେଖାଦେଇଥାଏ । ଏମିତି କି ଅଙ୍ଗ ପ୍ରତ୍ୟେଙ୍ଗରେ ପରିବର୍ତ୍ତନ ଦେଖା ଦେଇଥାଏ । ଯାହାର ପ୍ରଭାବ ସେମାନଙ୍କ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଦେଖିବାକୁ ମିଳେ । ସେଥିମଧ୍ୟରୁ ସ୍ୱପ୍ନ ହେଉଛି ଏକ ପ୍ରମୁଖ ।

ରାତିରେ ଶୋଇ ସକାଳୁ ଉଠିଲେ ବୀର୍ଯ୍ୟ ସ୍ଖଳନ ଘଟିଥାଏ ଆଉ ଏହାକୁ ନେଇ ସେମାନେ ଚିନ୍ତିତ ହୋଇ ପଡ଼ନ୍ତି । ଏହାକୁ ନେଇ କିନ୍ତୁ ଭାରାକ୍ରାନ୍ତ ହେବାର କୌଣସି କାରଣ ନାହିଁ । ଡାକ୍ତର କୁହନ୍ତି ଏହାର ଅର୍ଥ ଆପଣଙ୍କ ଯୌନାବସ୍ଥା ଠିକ୍ ଠାକ ଅଛି । ଜାଣନ୍ତୁ ଏସମ୍ପର୍କରେ ବିଶେଷ ଆଲେଖ୍ୟ ।...

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଅପହରଣ ନୁହେଁ କୂଅ ଭିତରୁ ମିଳିଲା ୪ ନିଖୋଜ ପରିବାର ବର୍ଗଙ୍କ ମୃତଦେହ, ଓଡ଼ିଶାରେ ଘଟିଯାଇଛି ଏହି ରୋଚକ କରିଦେଲା ଘଟଣା...

ବାରମ୍ବାର ସ୍ୱପ୍ନ ଦୋଶ ହେବା ଦ୍ୱାରା ମନ ଏବଂ ମସ୍ତିସ୍କ ବିକୃତ ସ୍ୱାଭାବର ହୋଇ ଥାଏ ସେହି ପରି କ୍ଷେତ୍ରରେ ସ୍ମରଣ ଶକ୍ତି ଯିବା ତଥା ମନରେ ଚିଡଚିଡା ପଣ ଦେଖିବା ପାଇଁ ମିଳେ ଜାହା ଦ୍ୱାରା ଉଭୟ ଯୁବକ ଏବଂ ଯୁବତୀଙ୍କୁ ଦୁସଚିନ୍ତାର ସାମ୍ନା କରିବା ପାଇଁ ପଡେ । ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବା ପାଇଁ ଯାଉଛୁ ।

ଜାହା ଜାଣିବା ପରେ ଆପଣ ମାନଙ୍କର ଏହି ସ୍ୱପ୍ନ ଦୋଷରୁ ଆପଣ ମାନେ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ପ୍ରଥମେ ଓଁ ଆଚାର୍ଯ୍ୟ ମୟ ନମଃ ର 21 ଥର ଯପ କରିଲେ ଆପଣ ମାନଙ୍କୁ ଦୁସ୍ୱପ୍ନ ଆସିବ ନାହିଁ । ତେବେ ସେିତି ବେଳେ ବନ୍ଧୁଗଣ ଆମେ ମାନେ ପ୍ରତ୍ୟେକ ଦିନ ଯେମିତି କାମ କରେ ବା ଯେମିତି ଭାବେ ବା ଯେଉଁ ପରି ଲୋକ ମାନଙ୍କ ସହିତ ମିଶି ଥାଏ ତାହାର ପ୍ରଭାବ ଏହି ମନ ଉପରେ ପଡେ ।

ଏମିତିରେ ସ୍ୱପ୍ନ ଦୋଷ ଜଉବନରେ ହେବା ସ୍ୱଭାବିକ କିନ୍ତୁ । ବାରମ୍ଭାର ହେବା ଉଚିତ୍ ନୁହେଁ ଏହି ଦୋଷ ହେବା ଦ୍ୱାରା ଆପଣ ମାନଙ୍କ ଠାରେ ଧାତୁ ଖ୍ନନନ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ତେଣୁ ଆପଣ ମାନଙ୍କୁ ଆମେ ଏହି ମନ୍ତ୍ରର ଯପ କରିବା ପାଇଁ କହୁଛୁ ସେହି ପରି ।

ନିଜର ତର୍ଜନୀ ଆଙ୍ଗୁଠୀ ରେ ନିଜର ମାଆ ଙ୍କ ନା୍ମ ଲେଖି ଶୋଇ ଜାଆନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କର ବହୁତ ଲାଭ ହୋଇ ଥାଏ  ତୃତୀୟ ରେ ଆପଣ ମାନେ ପ୍ରଦିନ ରାତ୍ରୀ ସମୟ ରେ ଖାଇବା ପରେ ଏବଂ ଶୋଇବା ପୂର୍ବ ଗୋଟିଏ ଅଅଁଳା ଚୂର୍ନ ନିଅନ୍ତୁ ।

ଏବଂ ଗୋଟିଏ ଗ୍ଲାସ୍ ରେ ଅଁଅଳା ଚୂର୍ନ ପକାନ୍ତୁ ଏବଂ ସେବନ କରନ୍ତୁ ଆପଣ ମାନଙ୍କ ଶରୀରର କୁ ଥଣ୍ଡା ରଖି ବାରେ ଏହା ସହାୟକ ହୋଇ ଥାଏ । ତେବେ ବନ୍ଧୁଗଣ ଏହା ଥିଲା ଆପଣ ମାନଙ୍କ ସ୍ୱପ୍ନ ଦୋଷ କୁ ରୋକିବା ପାଇଁ କିଛି ଉପାୟ ଆପଣ ମାନେ ନିଶ୍ଚିତ ଭାବେ ଏଥିରୁ ବହୁତ ଭଲ ଫଳ ପ୍ରଦ ହେବେ ।