ବିବାହିତ ଦମ୍ପତିଙ୍କୁ ମିଳିବ ୧୮ ହଜାର ୫୦୦ ଟଙ୍କା, ଆସିଲା ସରକାରଙ୍କ ବଡ ଘୋଷଣା, ଦେଖନ୍ତୁ ଭିଡ଼ିଓ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାହିତ ଦମ୍ପତିଙ୍କୁ ମିଳିବ ୧୮ ହଜାର ୫୦୦ ଟଙ୍କା, ଆସିଲା ସରକାରଙ୍କ ବଡ ଘୋଷଣା । ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି । ସେହିଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ।

ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିଛି ଟଙ୍କା ମିଳିବ । ଏହି ଯୋଜନାର ଲାଭ ୨୦୨୩ ମାର୍ଚ୍ଚ ୩୧ ଯାଏ ଉଠାଇପାରିବେ । ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକପ୍ରକାର ପେନସନ ଯୋଜନା । ଏଥିରୁ ଆପଣଙ୍କୁ ପ୍ରତିମାସରେ ଟଙ୍କା ମିଳିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରେ ବାର୍ଥ ଡେ' ପାର୍ଟିକୁ ମହିଳାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ ୩ରୁ ଅଧିକ ଯୁବକ, ଆଉ ତା'ପରେ ଘଟିଥିଲା କିଛି ଏପରି...

ଏଥିରେ ପତିପତ୍ନୀଙ୍କୁ ପ୍ରତ୍ୟେକ ମାସରେ ୧୮ ହଜାର ୫ଶହ ଟଙ୍କା ମିଳିବ । ତେବେ ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୂରା ସୁରକ୍ଷିତ । ୧୦ ବର୍ଷ ପରେ ଆପଣଙ୍କୁ ପୂରା ସୁଧ ସହିତ ଟଙ୍କା ମିଳିବ । ଯଦି ପତିପତ୍ନୀ ଏହି ଯୋଜନାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪୦ ପ୍ରତିଶତର ସୁଧ ମିଳିବ ।

ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ହଜାରର ଆୟ ହୋଇପାରିବ । ଯଦି ଏହି ସୁଧ ଟଙ୍କାକୁ ମାସ ହିସାବରେ ବଣ୍ଟାଯାଏ ତେବେ ମାସକୁ ଜଣଙ୍କୁ ୧୮, ୫୦୦ ଟଙ୍କା ମିଳିବ । ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡିଶା ହସ୍ପିଟାଲରେ ଡାକ୍ତରଙ୍କ ଗଲୁଆ କାମ, ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଯଦି ଆପଣ ଏକାକୀ ଏହି ଯୋଜାନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅଧିକତମ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯୨୫୦ ଟଙ୍କା ମିଳିବ ।

ଦେଖନ୍ତୁ ଭିଡ଼ିଓ...

<a href=https://youtube.com/embed/rAeoWVUXwwk?autoplay=1&mute=1><img src=https://img.youtube.com/vi/rAeoWVUXwwk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହି ଯୋଜନାର ଅବଧି ୧୦ ବର୍ଷ । ଆପଣ ୧୦ବର୍ଷ ପାଇଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ । ଯଦି ଆପଣ ସମୟରେ ୧୦ ବର୍ଷ ପାଇଁ ଟଙ୍କା ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ ।