କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

 
follow these steps how to take care of partners private part

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ନିଜ ଜିନିଷ ନିଜ ଦାୟିତ୍ୱରେ ରଖନ୍ତୁ । ନିଜ ଦାୟିତ୍ୱରେ ରହିଲେ ଆପଣଙ୍କ ପ୍ରିୟ ଜିନିଷ ଚୋରି, ଲୁଟ୍ କି ହଜିବାର ଆଶଙ୍କା ନାହିଁ । ଯଦି ସେମିତି ନ ହୁଏ ତେବେ ଆପଣଙ୍କ ମୂଲ୍ୟବାନ ଜିନିଷ ହଜିଗଲା ପରେ ଆଉ ଯେତେ ଖୋଜିଲେ ବି ମିଳିବ ନାହିଁ । ଆଉ ଆଜି ଆମେ ଆପଣଙ୍କୁ ଆପଣଙ୍କ ଏମିତି ଏକ ମୂଲ୍ୟବାନ ଜିନିଷ ସମ୍ପର୍କରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଜାଣିବା ଜରୁରୀ ଅଟେ....

ଅଧିକ ପଢ଼ନ୍ତୁମହଙ୍ଗା ଟମାଟର ସୁରକ୍ଷା ପାଇଁ ନିୟୋଜିତ ହେଲେ ବାଉନ୍ସର;  ଲଙ୍କା ଥାନାରେ ହଙ୍ଗାମା

ଆପଣ ଜାଣନ୍ତି ଆପଣଙ୍କ ଶରୀର ଏମିତି ଅନେକ ଅଙ୍ଗ ପ୍ରତ୍ୟଙ୍ଗ ରହିଛି ଯାହାର ଯତ୍ନ ଆପଣ ନିଜେ ହିଁ ନେବାକୁ ପଡ଼ିବ । ହାତ ଗୋଡ଼, ଆଖି କାନ ନାକ ଓ ପାଟି ଭଳି ଆମେ କହୁଥିବା ଅଙ୍ଗ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।  ଆପଣ ଭାବୁଥିବେ ଆମେ ଏମିତି କେଉଁ ଅଙ୍ଗ କଥା କହୁଛୁ ଯେ, ତାହା ଆପଣଙ୍କ ପାଇଁ ଜାଣିବା ଜରୁରୀ ଅଟେ ।

ହଁ, ଆପଣଙ୍କ ଉତ୍କଣ୍ଠାକୁ ଆଉ ନ ବଢ଼ାଇ ଆମେ ଆଜି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରାଇଭେଟ୍ ପାର୍ଟର ସୁରକ୍ଷା କଥା କହୁଛୁ । କାହିଁକିନା ଆପଣଙ୍କ ପ୍ରାଇଭେଟ୍ ପାର୍ଟ ହିଁ ଆପଣଙ୍କୁ ପୌରଷ୍ୟର ପ୍ରମାଣ ଦେଇଥାଏ । ଯୌବନର ସୁଖକୁ ଡବଲ କରିଥାଏ । ରାତିରେ ସାଥୀ ସହ ମଜା ମସ୍ତି କରିବାର ସୁଯୋଗ ଦିଏ । ଯୌବନ ଛୁଇଁଲା ବେଳକୁ ଯଦି ଆପଣ ସେହି ଯୌନ ସୁଖ ପ୍ରଦାନକାରୀ ଗୁପ୍ତାଙ୍ଗର ଯତ୍ନ ନ ନେବେ ତେବେ ଏହାର ସୁଖ ପାଇବାରୁ ବଞ୍ଚିତ ରହିବେ ।

ଅଧିକ ପଢ଼ନ୍ତୁବାପାର ଚୋରା ପୀରତିକୁ ଧରିଦେଲା ଝିଅ; ଆଉ ତାପରେ

କେବଳ ପାଶ୍ଚାତ୍ୟ ଦେଶ ନୁହେଁ ବଦଳୁଥିବା ଦୁନିଆ ଏବଂ ବଦଳୁଥିବା ଅଭ୍ୟାସର ପ୍ରଭାବ ଓଡ଼ିଶାବାସୀ ଏବଂ ଓଡ଼ିଆମାନଙ୍କ କ୍ଷେତ୍ରରେ ପଡ଼ିଛି । ବିଶେଷ କରି ଯୁବା ଏବଂ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହା ଅଧିକ ପରିଲିଖିତ ହୋଇଥାଏ । ଯୁବକମାନଙ୍କୁ ନିଜ ବିବାହ ଓ ଭବିଷ୍ୟତ ସାଙ୍ଗକୁ ପରିବାରର ଚିନ୍ତା ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ, ଅଧିକରୁ ଅଧିକ ଦୁର୍ବଳ କରିବା ପାଇଁ ସକ୍ଷମ ।

ଯୁବକମାନଙ୍କ ଭଳି ବିବାହିତ ଓ ପ୍ରାପ୍ତ ବୟସ୍କମାନେ ମଧ୍ୟ ସମାନ ସ୍ଥିତିର ସାମ୍ନା କରିଥାନ୍ତି କେତେକ କ୍ଷେତ୍ରରେ ସବୁଠି ଅଧିକା। ଘର, ଅଫିସ, କାମର ଚାପ ଭିତରେ ନିଜ ସ୍ୱାସ୍ଥ୍ୟର ଯତ୍ନ କେହି ନେଇ ପାରନ୍ତି ନାହିଁ। ଦୁର୍ବଳ ମନ ଓ ଦୁର୍ବଲ ଲିଙ୍ଗକୁ ନେଇ ସଂସାର କରୁଥିବା ପ୍ରାପ୍ତ ବୟସ୍କମାନ ନିଜ ସ୍ତ୍ରୀ ସହ କ୍ୱାଲିଟି ଟାଇମ ବାହାର କରିପାରୁନାହାନ୍ତି ।

ଏହା ପଛରେ ରହିଛି ଗୁରୁତର ଲିଙ୍ଗର କ୍ଷମତା ଜନିତ କାରଣ । ଏହାକୁ ଦୂରେଇବାର ଏକମାତ୍ର ଉପାୟ ହେଉଛି ସାଧାରଣ ଜୀବନ ବିତାଇବା ଏବଂ ନିଜ ସ୍ୱାସ୍ଥ୍ୟ ଓ ମନର ଯତ୍ନ ନେବା । ଦେଖିବେ ମନକୁ ସ୍ଥିର କରି ସଂସାରକୁ ଏକ ତପସ୍ୟା ଭାବି ସବୁ କିଛିକୁ ସମାନ୍ତରାଳ ଭାବେ ନେଲେ କହିବାକୁ ଗଲେ ସଂସାର ଗାଡ଼ି ଚଲାଇ ଜାଣିଲ ହସି ଉଠିବ ସୁନାର ସଂସାର । ଆପଣ ଗୋଟିଏ କାହିଁକି ବହୁ ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିପାରିବେ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ କେମିତି ନେବା ନିଜ ଲିଙ୍ଗର ଯତ୍ନ । ପ୍ରଥମ କଥା ହେଲା ଯଦି ଆପଣଙ୍କ ଲିଙ୍ଗ ଠିକ୍ ଅଛି ଏବଂ ସ୍ତ୍ରୀକୁ ସମ୍ଭୋଗ ସୁଖ ଦେବାରେ ସମର୍ଥ ତେବେ ପ୍ରତିଦିନ ଶୋରିଷ ତେଲକୁ ଅଳ୍ପ ଗରମ କରି ଆପଣ ଶୋଇଲା ପୂର୍ବରୁ ବ୍ୟବହାର କରନ୍ତୁ । କିଛି ଦିନ ଏମିତି କରନ୍ତୁ ଦେଖିବେ ଏହା ପ୍ରଭାବ ପକାଇବା ଆରମ୍ଭ କରିଦେବ । ସେହିଭଳି ମଦ-ସିଗାରେଟ ଭଳି ବଦଭ୍ୟାସ ରହିଥିଲେ ତାକୁ ଶୀଘ୍ର ଛାଡ଼ି ଦିଅନ୍ତୁ । ଦେଖିବେ ଆପଣଙ୍କ ଅଧା ସମସ୍ୟାର ସମାଧାନ ହୋଇଯିବ ।

ଅଧିକ ପଢ଼ନ୍ତୁପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ତେଲ ମାଲିସ ସହ ସକାଳୁ ଓ ସଂଧ୍ୟାରେ ଆପଣ ଫ୍ରୁଟ୍ ଜୁସ୍ କିମ୍ବା ଫ୍ରୁଟ୍ ସାଲାଡ ଖାଇପାରିବେ । ଏହା ଆପଣଙ୍କୁ ଭିତରୁ ଶକ୍ତି ଯୋଗାଇବ ତନ, ମନ ଓ ଯୌବନକୁ ଫୂର୍ତ୍ତିଲା ରଖିବ । କେବଳ ସେତିକି ନୁହେଁ ଏହା ଆପଣଙ୍କ ଯୌନ ଶକ୍ତିକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ । ଧ୍ୟାନ ଦେବେ କାମ ଶକ୍ତି ବୃଦ୍ଧି ପାଇଁ ଆପଣଙ୍କ ଲିଙ୍ଗର ଆକାରରେ ବୃଦ୍ଧି ହେବାର ଆବଶ୍ୟକତା ରହିଛି ଏବଂ ତାସାଙ୍ଗକୁ ଦୀର୍ଘ ସମୟ ଧରି ଆପଣଙ୍କ ଏନର୍ଜିକୁ ସକ୍ରିୟ ରଖିବା ସହ ବିଭିନ୍ନ ଷ୍ଟାଇଲ ବା ବିଭିନ୍ନ ମୁଦ୍ରାରେ ସେକ୍ସ କଲେ ଆପଣଙ୍କୁ ଅଧିକ ସନ୍ତୁଷ୍ଟି ମିଳିବ ବା ଆପଣ  ତାହା କରିବାକୁ ସମର୍ଥ ହେବେ ଏବଂ ପାର୍ଟନରକୁ ଆବଶ୍ୟକତାଠାରୁ ଅଧିକ ସନ୍ତୁଷ୍ଟି ଦେଇପାରିବେ ।