କୋଟିଏ ଟଙ୍କାର ପ୍ରଶ୍ନ : ଏମିତି କେଉଁ କାମ ଅଛି, ଯାହାକୁ ମଣିଷ ମଲା ପରେ ବି କରିଥାଏ ?
 

What kind of work a person does even after death
 
ଏମିତି କେଉଁ କାମ ଅଛି, ଯାହାକୁ ମଣିଷ ମଲା ପରେ ବି କରିଥାଏ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନର ପ୍ରତିଯୋଗୀତାମୂଳକ ସମୟରେ ଜଣେ ଆଶାୟୀ ବା ପରୀକ୍ଷାର୍ଥୀ ସାଧାରଣ ଜ୍ଞାନରେ ପାଣ୍ଡିତ୍ୟ ହାସଲ କରିବା ଅନିବାର୍ଯ୍ୟ । ସିଧାସଳଖ କହିଲେ ଆପଣ ଯଦି ସାଧାରଣ ଜ୍ଞାନ ଉପରେ ନିଜର ଦଖଲ ଆଣି ପାରି ନାହାନ୍ତି ତେବେ ଆପଣ ସଂପୃକ୍ତ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରିବର୍ତ୍ତେ ବିଫଳ ହେବାର ସମ୍ଭାବନା ଅଧିକ ଥାଏ ।

ସାଧାରଣ ଜ୍ଞାନ ଭଳି କରେଣ୍ଟ ଏଫାୟାର୍ସ ଅର୍ଥାତ ଆଖ ପାଖରେ, ଦେଶ ବିଦେଶରେ ଘଟୁଥିବା ରାଜନୀତି, ଅର୍ଥନୀତି, କ୍ରୀଡା, ଅପରାଧ ଏବଂ ବୈଶ୍ୱିକ ପରିବର୍ତ୍ତନ ଆଦି ସମ୍ପର୍କରେ ଜ୍ଞାନ ରହିବ ବି ଦରକାର ଆଉ ଏହାକୁ ହିଁ କୁହାଯାଏ କରେଣ୍ଟ ଆଫାୟାର୍ସ । ବିଭିନ୍ନ ସରକାରୀ ଚାକିରି ପାଇଁ ଯେଉଁ ଯୁବଗୋଷ୍ଠୀ ନିଜେ ପ୍ରସ୍ତୁତ କରୁଛନ୍ତି ସେମାନେ ଏହାର ଆବଶ୍ୟକତା ବୁଝିଛନ୍ତି । 

ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ସାଧାରଣ ଜ୍ଞାନ ଏବଂ କରେଣ୍ଟ ଆଫାୟର୍ସ ବିଶେଷ କରି ଷ୍ଟାଫ୍ ସିଲେକ୍ସନ କମିଶନ ବା ଏସଏସସି, ବ୍ୟାଙ୍କିଗ୍, ରେଲୱେ, କମ୍ପିଟେଟିଭ୍ ଏଗଜାମ ପାଇଁ ଆବଶ୍ୟକ କରୁଛି । ଏମିତିରେ ଆମେ ଆଜି ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରୁଛୁ ଯାହା ସମ୍ପର୍କରେ ଆପଣ ଆଗରୁ କେବେ ଶୁଣିନଥିବେ । 

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ପ୍ରଶ୍ନ-୧- ଭାରତର ଏମିତି ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନାଁ କୁହନ୍ତୁ ଯାହାର ଦୁଇଟି ରାଜଧାନୀ ଅଛି ?
ଉତ୍ତର- ଏହାର ଉତ୍ତର ହେଉଛି ଜାମ୍ମୁ ଓ କାଶ୍ମୀର (ଦୁଇଟି ରାଜଧାନୀ ହେଉଛି ଜମ୍ମୁ ଓ ଶ୍ରୀନଗର

ପ୍ରଶ୍ନ-୨- ଭାରତର ଆଲିଗଡ଼ କେଉଁ ସାମଗ୍ରୀ ପାଇଁ ପ୍ରସିଦ୍ଧ ଅଟେ?
ଉତ୍ତର-ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଆଲିଗଡ଼ ସହର ତାଲା ପାଇଁ ପ୍ରସିଦ୍ଧ

ପ୍ରଶ୍ନ-୩- ଦୁନିଆରେ ସବୁଠୁ ଅଧିକ ନାପସନ୍ଦ କରାଯାଉଥିବା ଫଳ, ପନିପରିବାର ନାଁ କଣ ?
ଉତ୍ତର-ଦୁନିଆରେ ସବୁଠାରୁ ଅଧିକ ପସନ୍ଦ କରାଯାଉନଥିବା ପନିପରିବା ହେଉଛି କଲରା

ପ୍ରଶ୍ନ-୪- ମିସ୍ ୱାର୍ଲଡ ବା ବିଶ୍ୱ ସୁନ୍ଦରୀ ବିଜୟିନୀଙ୍କୁ କେତେ ଟଙ୍କା ପୁରସ୍କାର ବାବଦକୁ ମିଳିଥାଏ ?
ଉତ୍ତର- ମିସ୍ ୱାର୍ଲଡ ବା ବିଶ୍ୱ ସୁନ୍ଦରୀ ବିଜୟିନୀଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ବାବଦକୁ ମିଳିଥାଏ 

ପ୍ରଶ୍ନ-୫- କୁହନ୍ତୁ ତ କେଉଁ ଦେଶରେ ସାପ ବିଷକୁ ପାନୀୟ ରୁପେ ବ୍ୟବହାର କରାଯାଏ ?
ଉତ୍ତର- ଏହାର ଉତ୍ତର ହେଉଛି ଇଣ୍ଡୋନେସିଆ

ପ୍ରଶ୍ନ-୬- ଏମିତି କେଉଁ କାମ ଅଛି, ଯାହାକୁ ମଣିଷ ମଲା ପରେ ବି କରିଥାଏ ?
ଉତ୍ତର- ଏହାର ଉତ୍ତର ହେଉଛି  ଆଙ୍ଗଦାନ, ମଣିଷ ମରିବା ପରେ ମଧ୍ୟ ଏହି କାମ କରିଥାଏ, କରିପାରେ ଏବଂ କରନ୍ତି ମଧ୍ୟ।