ଗର୍ଭାବସ୍ଥା ସମୟରେ ଶାରିରୀକ ସମ୍ପର୍କ ରଖିବା ଠିକ ନା ଭୁଲ? ନିହାତି ଜାଣି ରଖନ୍ତୁ ନଚେତ ପସ୍ତେଇବେ
 

sex during pregnancy is right or wrong? know details
 
 
ଗର୍ଭାବସ୍ଥା ସମୟରେ ଶାରିରୀକ ସମ୍ପର୍କ ରଖିବା ଠିକ ନା ଭୁଲ?

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତି ଆପଣ ଜାଣିଛନ୍ତି ପ୍ରତ୍ୟକ ମଣିଷଙ୍କ ଜୀବନରେ ଏମିତି ଏକ ସମୟ ଆସେ ଯାହା ଦ୍ୱାରା ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି , ଏବଂ ପରେ ସେମାନେ ବାପା ବା ମାଆ ହୋଇଥାନ୍ତି। କନ୍ୟା ବାହାଘର ପରେ ଗର୍ଭବତୀ ମଧ୍ୟ ହୋଇଥାନ୍ତି। ଏବଂ ପ୍ରତ୍ୟକ ମହିଳାଙ୍କ ପାଇଁ ମା ହେବା ସବୁଠାରୁ ବଡ ଖୁସିର ଖବର ହୋଇଥାଏ । 

ତେଣୁ ଗର୍ଭବତୀ ସମୟରେ କେଉଁ କଥା ସବୁକୁ ନିହାତି ଧ୍ୟାନ ଦେବା ଦରକାର ଯେ କେବେ ଶାରୀରିକ ସମ୍ପର୍କ ରଖିବା କଥା ଓ କେବେ ନୁହେଁ। ଯାହାଦ୍ୱାରା ଗର୍ଭରେ ବଢୁଥିବା ଶିଶୁ ଉପରେ କିଛି ପ୍ରଭାବ ପଡିବ ନାହିଁ। ଏହି ବିଷୟରେ ଆମର ନିହାତି ଜାଣିବା କଥା।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଗର୍ଭାବସ୍ଥା ସମୟରେ ଶାରିରୀକ ସମ୍ପର୍କ ରଖିବା ଠିକ ନା ଭୁଲ?

ହେଲେ ଗର୍ଭବସ୍ତା ସମୟରେ ସମସ୍ତଙ୍କ ମନରେ ଗୋଟେ କଥା ନିଶ୍ଚୟ ଆସିଥାଏ ଯେ ଗର୍ଭବସ୍ତା ସମୟରେ କଣ ଶାରୀରିକ ସମ୍ପର୍କ ରଖିବା ଉଚିତ ନା ନାହିଁ ଯାହା ଦ୍ୱାରା  ପେଟରେ ଥିବା ଶିଶୁ ଉପରେ କିଛି ଖରାପ ପ୍ରଭାବ ପଡିବ ନା ନାହିଁ । ତେବେ ଆପଣ ଜାଣିବା ଦରକାର ଯେ ଗର୍ଭବସ୍ତା ସମୟରେ ସଂଭୋଗ କରିବା ଉଚ୍ଚ ଧରଣର ବିପଦ ହୋଇନଥାଏ ତେଣୁ ଆପଣ ମାନେ ଗର୍ଭବସ୍ତା ସମୟରେ ଶାରୀରିକ ସମ୍ପର୍କ ରଖିପାରିବେ । ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ମହିଳାଙ୍କ ୟୁଟ୍ରେସ ସ୍ନାୟୁ ବହୁତ ମଝବୁତ ଥାଏ ଯାହା ଶିଶୁକୁ ସୁରକ୍ଷିତ ରଖିଥାଏ ତେଣୁ ସଂଭୋଗ କରିବା ସମୟରେ ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ ।

ଅଧିକ ପଢନ୍ତୁ :- କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ନିଶ୍ଚୟ ଜାଣି ରଖନ୍ତୁ ନଚେତ ପସ୍ତେଇବେ।

ହେଲେ ଗର୍ଭବସ୍ତା ସମୟରେ ଏମିତି କିଛି ପରିସ୍ଥିତି ରହିଛି ଅର୍ଥାତ ଆପଣଙ୍କ ବହୁତ ଥର ଗର୍ଭପାତ ହୋଇଛି ବା ସମୟ ପୂର୍ବରୁ ଡେଲିବେରୀ ହୋଇଛି । ଆଉ ୟୁଟ୍ରେସରର ମୁହଁ ଛୋଟ ହୋଇଛି, ଷ୍ଟିଚ ପଡିଛି କିମ୍ବା ପ୍ଲାସେଣ୍ଟା ଯଦି ତଳ ଆଡ଼କୁ ରହିଛି। ତେବେ ଏହି ପରିସ୍ଥିତିରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ପ୍ରାୟତଃ ଏହି ସବୁ ସମୟରେ ସଂଭୋଗ କରିବାକୁ ଡାକ୍ତର ମନା କରନ୍ତି ।