ତିନି ମାସର ଦେହର ଭୋକକୁ ୬ ଦିନରେ ଶାନ୍ତ କରିବେ ଅର୍ଚ୍ଚନା ନାଗ!, ପୁରା ଘଟଣା ପଢିଲେ ଆପଣଙ୍କ ହୋଶ ଉଡିଯିବ...

 

ଓଡ଼ିଆ ଗସିପ୍ ବ୍ୟୁରୋ: ଯୋଉ ନାରୀର ପ୍ରତ୍ୟେକ ଦିନ ଦେହର ଭୋକ ଶାନ୍ତ କରିବା ପାଇଁ ନାମୀ ଦାମୀ ବ୍ୟବସାୟୀ, ହୋଟେଲିଅର, ରାଜନେତା, ଫିଲ୍ମ ନିର୍ଦେଶକ ଏବଂ ବଡ଼ବଡ଼ିଆ ବାବୁମାନେ ତା ନିକଟରେ ପସରା ଜମାଉଥିଲେ ଏବେ ଆସନ୍ତାକାଲିଠୁ ସେହି ନାରୀ (ମାନେ ଆମେ ଏଠି କହି ରଖୁଛୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଥା) ପାଖାପାଖି ତିନି ମାସର ଦେହର ଭୋକକୁ ୬ ଦିନରେ ଶାନ୍ତ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

କାହିଁକି ନା ଜେଲରେ ଛଟପଟ ହେଉଥିବା ଅର୍ଚ୍ଚନା ଆସନ୍ତାକଲି ଠୁ ଭୁବନେଶ୍ୱରର ଏକ କୋଠରୀ ଭିତରେ ନିଜ ସ୍ୱାମୀଙ୍କ ସହ ଏହି ୬ ଦିନ କାଟିବାକୁ ଯାଉଛନ୍ତି । ଭଗବାନ କରନ୍ତୁ ତାଙ୍କ ମନର ପୀଡା ଏହି ଦିନ ମାନଙ୍କରେ ଶାନ୍ତ ହେଉ । ଏବଂ ସେ ନିଜକୁ ଟିକେ ହାଲ୍କା ଫିଲ କରନ୍ତୁ ।

ଯେଉଁ ନାରୀ କିଛି ଦିନ ତଳେ ଜେଲରେ ନିଜ ସ୍ୱାମୀଙ୍କ ସହ ମିଶିବା ପାଇଁ ସପ୍ତାହକୁ ୩ ଥର ବ୍ୟାକୁଳ ହେଉଥିଲେ ଏବେ ତାଙ୍କୁ ପୁରା ଟାଇମ ମିଳିବ ଏସବୁ ଦୁଃଖ ମେଂଟାଇବା ପାଇଁ କାରଣ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । କାହିଁକି ନା ଆଜି ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଗିରଫ କରିଛି । ଖାଲି ଏତିକି ନୁହେଁ ଦୁଇ ଜଣଙ୍କୁ ଇଡ଼ି ପଚାରଉଚରା ପାଇଁ ରିମାଣ୍ଡରେ ନେଇଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ୫୪ ପିଲା ଓ ୬ ପତ୍ନୀ ଥିବା ବ୍ୟକ୍ତିଙ୍କ ପରଲୋକ, ମୃତ୍ୟୁର ୫ ଦିନ ପୂର୍ବରୁ ପରିବାର ପାଇଁ କରିପାରୁଥିଲେ ରୋଜଗାର

ଏଥିପାଇଁ ଇଡ଼ି ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲା । ରିମାଣ୍ଡ ଅବଧି ଉପରେ ଶୁଣାଣି କରି କୋର୍ଟ ଇଡ଼ିକୁ ଅନୁମତି ଦେଇଛନ୍ତି । ଦୁହେଁ ଇଡ଼ିରେ ଏକ କଠୋରୀ ଭିତରେ ୬ ଦିନ କାଟିବେ ବୋଲି ସୂଚନା ମିଳିଛି ।

ସୂଚନା ଥାଉକି, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୭ ଦିନିଆ ରିମାଣ୍ଡ ସରିବା ପରେ ଆଜି ଅର୍ଚ୍ଚନା ନାଗଙ୍କୁ ଇଡି କୋର୍ଟରେ ହାଜର କରିଥିଲା । ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ଇଡି । ଗିରଫ ପରେ ଦ୍ବିତୀୟ ଦଫାରେ ଅର୍ଚ୍ଚନାକୁ ୬ ଦିନ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି କୋର୍ଟ ।

ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଉଭୟଙ୍କୁ ଗିରଫ କରାଯାଇଛି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଉଭୟଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ମାମଲାରେ ଇଡି ପୂର୍ବରୁ ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା ।

ସେପଟେ ଗତକାଲି ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଜଗବନ୍ଧୁ । ଖଣ୍ଡଗିରି ଥାନାରେ ଦାୟର ମାମଲା ଅନୁଯାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଗକୁ ମନି ଲଣ୍ଡରିଂ ସମ୍ପର୍କରେ ଉଭୟଙ୍କୁ ସମ୍ନାସାମ୍ନି ଜେରା କରିପାରେ ଇଡି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଲଟିଲା ପିକ୍‌ନିକ୍‌ ବସ୍‌, ଗାଡ଼ିରେ ଥିଲେ ୪୮ ଜଣ ସ୍କୁଲ୍‌ ଛାତ୍ରଛାତ୍ରୀ, ଚାଲିଗଲା ନିରୀହ ଜୀବନ...

୭ ଦିନ ଧରି ପଚରା ଉଚରା କରିବା ପରେ ଶେଷରେ ଦମ୍ପତିଙ୍କୁ ଗିରଫ କରିଛି ଇଡି । ରିମାଣ୍ଡର ଶେଷ ଦିନରେ ଗିରଫ ହୋଇଛନ୍ତି ଦୁଇଜଣ । ମନିଲଣ୍ଡରିଂ ନିବାରଣ ଆକ୍ଚର ଧାରା ୧୧ ଅନୁଯାୟୀ ଅର୍ଚ୍ଚନାଙ୍କୁ ଇଡି ବାନ୍ଧିଛି । ପୂର୍ବରୁ ଅର୍ଚ୍ଚନାର ସହଯୋଗୀ ଖଗେଶ୍ୱର ପ୍ରଧାନଙ୍କୁ ଇଡି ଗିରଫ କରିଥିଲା । ଆଜି ବ୍ଲାକମେଲ୍ ଓ ଏକ୍ସଟର୍ସନ ମାମଲାରେ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏସଡିଜେଏମ କୋର୍ଟ ଭୁବନେଶ୍ୱରରେ ହାଜର ହୋଇଥିଲେ ।

ଗତ ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା । ଇଡି ରିମାଣ୍ଡ ଅବଧିରେ ଅର୍ଚ୍ଚନାଙ୍କୁ ମାମଲା ସମ୍ବନ୍ଧତି ଅନେକ ପ୍ରଶ୍ନ କରିଥିଲା । ହେଲେ ଅର୍ଚ୍ଚନା ମୁହଁ ଖୋଲିନଥିଲେ ବୋଲି ସୂଚନା ମିଳିଛି । ଆଜି ଶେଷ ଦିନରେ ତାଙ୍କୁ ଗିରଫ କରି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।

ପରେ ତାଙ୍କୁ ଆଉ ୭ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦୁଙ୍କୁ ମଧ୍ୟ ୧୫ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିଲା । ଅର୍ଚ୍ଚନା ନାଗଙ୍କୁ ପୂର୍ବରୁ ଅକ୍ଟୋବର ୬ ତାରିଖରେ କମିସନରେଟ ପୋଲିସ ଗିରଫ ମଧ୍ୟ କରିଥିଲା ।