ବର୍ଷାଙ୍କ ପାଇଁ ଅନୁଭବଙ୍କ ନୂଆ ଭିଡିଓ, ବର୍ଷା Madam ମୋ ବାପା, ମା ଓ ପରିବାର ମୋ ପାଇଁ ସବୁ କିଛି ଦୟାକରି...
 

Anubhav Mohanty shares video pleading for divorce to Varsha 
 
 
ବର୍ଷାଙ୍କ ପାଇଁ ଅନୁଭବଙ୍କ ନୂଆ ଭିଡିଓ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଥରେ ଅନୁଭବ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି।

ଅଧିକ ପଢ଼ନ୍ତୁ: ରେସ୍ତୋରାଁ ଉପରେ ଆକସ୍ମିକ ଚଢ଼ାଉ, ଆପତ୍ତିଜନକ ଅବସ୍ଥାରେ ୨୦ଜଣ ଯୁବକ ଓ ଯୁବତୀଙ୍କୁ ଧରିଲା ପୁଲିସ 

ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ। ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ମୋ ପରିବାରର କେହି ଭଲ ନାହାନ୍ତି। ରାତି ରାତି କେହି ଶୋଇପାରୁ ନାହାନ୍ତି। ମୋର ଅନୁରୋଧ ଆପଣ ମୋ ପରିବାରର କାହା ଜୀବନ ସହ ଖେଳ ଖେଳନ୍ତୁ ନାହିଁ। ଦୟାକରି ବିବାହ ବିଚ୍ଛେଦ ଅନୁରୋଧକୁ ଗ୍ରହଣ କରନ୍ତୁ। ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି। ଭଲ ମଣିଷ ହିସାବରେ ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ ।

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ଭାବବିହ୍ୱଳ ହୋଇ ଅନୁଭବ ଏହି ଭିଡିଓ ଜରିଆରେ କହିଲେ ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି। ଭଲ ମଣିଷ ହିସାବରେ ଛାଡ଼ପତ୍ରକୁ ସ୍ବୀକାର କରନ୍ତୁ। ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଚ୍ଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା ହେଲେ ଆପଣ କୌଣସି ଜବାବ ତା ଦେଲେ ନାହିଁ ଓଲଟା ବ୍ଲକ କରିଦେଲେ।

ଦେଖନ୍ତୁ ଭିଡିଓ :

<a href=https://youtube.com/embed/eC53DgiaUFs?autoplay=1&mute=1><img src=https://img.youtube.com/vi/eC53DgiaUFs/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" title="YouTube video player" width="560">

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ