୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJP, ଅରିନ୍ଦମ ରାୟଙ୍କୁ ମିଳିଲା ଟିକେଟ୍
 

BJP releases list of 8 candidates for Assembly polls in Odisha
 
ଅରିନ୍ଦମ ରାୟଙ୍କୁ ମିଳିଲା BJP ଟିକେଟ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଜି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସାଲେପୁରରୁ ଅଭିନେତା ଅରିନ୍ଦମ ରୟଙ୍କୁ ଦଳ ପ୍ରାର୍ଥୀ କରିଛି ଦଳ । ସେତିକି ନୁହେଁ ଖୋର୍ଦ୍ଧା ବିଧାସଭାକୁ ନେଇ ଚାଲିଥିବା ଛକାପଂଝାର ବି ଅନ୍ତ ଘଟିଛି । ଦେଖନ୍ତୁ ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ଲିଷ୍ଟ...

ଅଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବ
ସାଲେପୁର- ଅରିନ୍ଦମ ରାୟ
ବାସୁଦେବପୁର- ବାଣୀକଲ୍ୟାଣ ମହାନ୍ତି
ଚମ୍ପୁଆ- ମୁରଲୀ ଶର୍ମା
ତେଲକୋଇ- ଫକୀର ମୋହନ ନାଏକ
ବସ୍ତା- ରବୀନ୍ଦ୍ର ଅନ୍ଦିଆ
ହିନ୍ଦୋଳ- ସୀମାରାଣୀ ନାଏକ

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!