ଏହି କାରଣ ପାଇଁ ଅଫିସ ଭିତରେରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ
 

Husband attack wife in Bhubaneswar
 
 
ଅଫିସ ଭିତରେରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଅଫିସ ଭିତରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ। ବରମୁଣ୍ଡା ନିକଟ ଆପାର୍ଟମେଣ୍ଟରେ ଥିବା ଏକ ଅଫିସ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ଆକ୍ରମଣ କରିଥିବା ଜଣାପଡ଼ିଛି। ରକ୍ତମୁଖା ସ୍ବାମୀ ଆକ୍ରମଣ କରିବା ପରେ ଖସିବାକୁ ଉଦ୍ୟମ କରୁଥିବାବେଳେ ବିଲଡର ସଂସ୍ଥାର କର୍ମଚାରୀ କାବୁ କରିନେଇଥିଲେ। 

ଅଧିକ ପଢନ୍ତୁ: ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଏହି ରାଶିର ଲୋକେ ଚିନ୍ତାରେ ରହିବେ, ପଢନ୍ତୁ ଆଜିର ରାଶିଫଳ 

ପରେ ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଘଟଣା ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୁଲିସ। ଗୁରୁତର ମହିଳାକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ