ଜଗା ଦର୍ଶନ ପରେ ଗଲା ଅସୁସ୍ଥ ହବିଷ୍ୟାଳିଙ୍କ ଜୀବନ, ମହାପ୍ରଭୁଙ୍କୁ ଦର୍ଶନ ହେଲା ଶେଷ ଦର୍ଶନ 
 

Habisyali died while under treatment who falling seriously ill inside the puri jagannath temple
 
 
ମହାପ୍ରଭୁଙ୍କୁ ଦର୍ଶନ ହେଲା ଶେଷ ଦର୍ଶନ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଚିକିତ୍ସାଧିନ ଅବସ୍ଥାରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ପୁରୀ ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଜଣେ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। 

ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !

ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛ। ହବିଷ୍ୟାଳି ଜଣଙ୍କ ୭୩ ବର୍ଷ ବୟସ୍କ ଫକୀର ଧାରୁଆ । ସେ ନୟାଗଡ ଅଞ୍ଚଳର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ