ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲେ ୩ ଗାଡ଼ି, ଜଣେ ମୃତ 
 

Biker Dies In Multi-Vehicle Crash In Odishas Bhadrak district
 
 
Biker Dies In Multi-Vehicle Crash In Odishas Bhadrak district
ଜାତୀୟ ରାଜପଥ-୧୬ରେ ସିରିଜ ଦୁର୍ଘଟଣା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜାତୀୟ ରାଜପଥ-୧୬ରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲ୍ଲା ବିଷ୍ଣୁପୁର ଛକରେ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ପଛକୁପଛ ପିଟି ହୋଇଛି ୩ଟି ଗାଡି। 

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନା ଅନୁଯାୟୀ, ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ଵରେ ଥିବା ଏକ ଇଟା ଫେକ୍ଟ୍ରି ଭିତରେ ପଶି ଯାଇଥିଲା ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ଏହି ସମୟରେ ଜନୈକ ବାଇକ ଆରୋହୀଙ୍କ ଉପରେ ମଧ୍ୟ ଗାଡି ଚଢିଯାଇଥିଲା। ଫଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖା ଦେଇଛି।

ଅଧିକ ପଢନ୍ତୁ :ଆଜି ଏହି ରାଶି ଲୋକଙ୍କ ପାଇଁ ଦିନଟି ଆଦୌ ଭଲ ନୁହେଁ, ସମସ୍ୟାରେ ପଡ଼ିପାରନ୍ତି! ପଢନ୍ତୁ ଆଜିର ରାଶିଫଳ