ଏତିକି ସମୟଠାରୁ ଅଧିକ ସମୟ କେବେବି ବନାନ୍ତୁ ନାହିଁ ଶାରୀରିକ ସମ୍ପର୍କ, ନହେଲେ ପ୍ରାଇଭେଟ ଅଙ୍ଗର ହୋଇଯିବ ଏପରି ଅବସ୍ଥା

ସମ୍ଭୋଗ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନର ମୂଳ କାର୍ତ୍ୟବ୍ୟ ଅଟେ । କିନ୍ତୁ ପୁରୁଷଙ୍କ ମନରେ ଏହି ସମ୍ଭୋଗକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମରିଥାଏ । ଆମେରିକାର ଏକ ନ୍ୟାସନାଲ ହେଲ୍ଥ ଡିପାର୍ଟମେଣ୍ଟରେ ହେଇଥିବା ସର୍ଭେ ଅନୁସାରେ ଏକ ଉତ୍ତମ ସମ୍ଭୋଗ କେତେ ସମୟ କରିବା ଉଚିତ ଏହାର ଉଲେଖ ରହିଛି । ଚାଲନ୍ତୁ ଏହା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା । ଆମେରିକାର ନ୍ୟାସନାଲ ହେଲ୍ଥ ଡିପାର୍ଟମେଣ୍ଟରେ ହେଇଥିବା ଏକ ଗବେଷଣ ଅନୁସାରେ ଏଠାରେ
 

ସମ୍ଭୋଗ କରିବା ପ୍ରତ୍ୟକ ବ୍ୟକ୍ତିଙ୍କର ଜୀବନର ମୂଳ କାର୍ତ୍ୟବ୍ୟ ଅଟେ । କିନ୍ତୁ ପୁରୁଷଙ୍କ ମନରେ ଏହି ସମ୍ଭୋଗକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମରିଥାଏ ।

ଆମେରିକାର ଏକ ନ୍ୟାସନାଲ ହେଲ୍ଥ ଡିପାର୍ଟମେଣ୍ଟରେ ହେଇଥିବା ସର୍ଭେ ଅନୁସାରେ ଏକ ଉତ୍ତମ ସମ୍ଭୋଗ କେତେ ସମୟ କରିବା ଉଚିତ ଏହାର ଉଲେଖ ରହିଛି । ଚାଲନ୍ତୁ ଏହା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ।

ଆମେରିକାର ନ୍ୟାସନାଲ ହେଲ୍ଥ ଡିପାର୍ଟମେଣ୍ଟରେ ହେଇଥିବା ଏକ ଗବେଷଣ ଅନୁସାରେ ଏଠାରେ ୭୫୯୦ ଦମ୍ପତିଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା । ଏବଂ ତାଙ୍କର ମେଡିକାଲ ଟେଷ୍ଟ ହେଇଥିଲା ।

ତେବେ ଡାକ୍ତର ବେନୀଗ୍ରଙ୍କର କହିବା ଅନୁସାରେ ନିଜ ପାର୍ଟନରଙ୍କୁ ଖୁସି କରିବାକୁ ହେଲେ ୨-୩ ମିନିଟର ସମ୍ଭୋଗ ହିଁ ଉତ୍ତମ ସମ୍ଭୋଗ ହେଇଥାଏ । ତେବେ ଏହି ସମ୍ଭୋଗରେ ଦମ୍ପତିଙ୍କ ମଧ୍ୟରେ ପ୍ରେମ ଭାବନା ରହିବା ଜରୁରୀ ଅଟେ । ଯଦି ଦମ୍ପତିଙ୍କ ମନରେ ପ୍ରେମ ଭାବନା ନ ଥାଏ ତ ଯେତେ ସମୟ ସମ୍ଭୋଗ କରିଲେ ବି ଏହା ଭଲ ନୁହେ ।

ତେବେ ଏହି ସମ୍ଭୋଗକୁ ନେଇ ଡେଲି ମେଲରେ ପ୍ରକାଶିତ ଏକ ଖବର ଅନୁସାରେ ଆମେରିକାର ସ୍ଵାସ୍ତ୍ୟ ବିଭାଗରେ ହେଇଥିବା ସର୍ଭେକୁ ଆଧାର କରି ଲୋକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଥିଲା କି ଏକ ଉତ୍ତମ ସମ୍ଭୋଗ ପାଁଇ କେତେ ସମୟର ସମ୍ଭୋଗ କରିବା ଉଚିତ ।

ତେବେ ଏହି ଗବେଷଣରୁ ଏହା ଜଣାଯାଇଛି କି ଯେଉଁ ଲୋକେ କହୁଛନ୍ତି କି ନିଜ ପାର୍ଟନରଙ୍କ ସହ ୩୦ ୪୦ ମିନିଟ ସମ୍ଭୋଗ କରୁଛନ୍ତି ସେମାନେ ସମ୍ପୂର୍ଣ ମିଛ କହୁଛନ୍ତି । କାରଣ ଏତେ ସମୟ ସମ୍ଭୋଗ କରିବାର କ୍ଷମତା ମଣିଷ ଶରୀରରେ ନ ଥାଏ । ଏବଂ ଯଦି ଆପଣ ନିଜ ସମ୍ଭୋଗର ସମୟକୁ ବଢାଇବାକୁ ଔଷଧ ସେବନ କରନି ତ ଏହା ଆପଣଙ୍କ ପାଁଇ ବିପଦ ପୁର୍ଣ ଅଟେ ।