ସେକ୍ସି ମହିଳାଙ୍କ ସହ ସମ୍ଭୋଗ ରଖିଲା ବେଳେ ସାବଧାନ! ବ୍ୟବହାର କରିବେନି ଏହି ସବୁ ଆପ୍!

ସେକ୍ସ ସମସ୍ତଙ୍କୁ ଐଶ୍ୱର୍ଗୀୟ ସୁଖ ପ୍ରଦାନ କରୁଥିବା ଏକ ଏମିତି ଏକ ରତିକ୍ରିଡା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି । ବିବାହିତ ନାରୀ ଓ ବୁରୁଷ ଟିଏ ବି ନୂଆ ନୂଆ ଯୌନ ସାଥୀ ସନ୍ଧାନରେ ରୁହନ୍ତି । କାହିଁକି ନା ଗୋଟିଏ ପୁରୁଷ କିମ୍ବା ନାରୀ କେବେ ବି ନୂଆ ନୂଆ ତରିକାରେ ସମ୍ଭୋଗ ସୁଖ ପ୍ରଦାନ କରିପାରି ନଥାଇ । ଆଉ ଏହି କାରଣରୁ ବେଳେ ବେଳେ ଲୁଛି ଛପି ଜୀବନସାଥିକୁ ମିଛ କହି
 

ସେକ୍ସ ସମସ୍ତଙ୍କୁ ଐଶ୍ୱର୍ଗୀୟ ସୁଖ ପ୍ରଦାନ କରୁଥିବା ଏକ ଏମିତି ଏକ ରତିକ୍ରିଡା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି । ବିବାହିତ ନାରୀ ଓ ବୁରୁଷ ଟିଏ ବି ନୂଆ ନୂଆ ଯୌନ ସାଥୀ ସନ୍ଧାନରେ ରୁହନ୍ତି । କାହିଁକି ନା ଗୋଟିଏ ପୁରୁଷ କିମ୍ବା ନାରୀ କେବେ ବି ନୂଆ ନୂଆ ତରିକାରେ ସମ୍ଭୋଗ ସୁଖ ପ୍ରଦାନ କରିପାରି ନଥାଇ । ଆଉ ଏହି କାରଣରୁ ବେଳେ ବେଳେ ଲୁଛି ଛପି ଜୀବନସାଥିକୁ ମିଛ କହି ଅନ୍ୟଠାରୁ ରାତି ରାତି ସମ୍ଭୋଗ କରି ରତିକ୍ରୀଡ଼ାର ଚରମ ସୁଖ ମିଳିଥାଏ ଯାହା ସେମାନେ ପାଇବାକୁ ସବୁ ବେଳେ ମନ ଭିତରେ ଆଶା ରଖିଥାନ୍ତି । ତେବେ ସାବଧାନ! ସେକ୍ସର ଆନନ୍ଦ ନେବା ବେଳେ ଭୁଲନ୍ତୁ ନାହିଁ ଏହି ସବୁ କଥା ।

ଆପଣ ଜାଣିଛନ୍ତି? ଆପଣ ରଖୁଥିବା ଶାରୀରିକ ସମ୍ପର୍କ ବାବଦରେ ଆପଣଙ୍କ ନିକଟତର ବନ୍ଧୁ ନ ଜାଣିଲେ ବି ଫେସବୁକ ସବୁ ଜାଣୁଛି । କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ବ୍ରିଟେନ ସ୍ଥିତ ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗର୍ଭାବସ୍ଥା ଓ ଋତୁସ୍ରାବ ଟ୍ରାକ କରୁଥିବା ଆପ ମାୟା ଓ ମିୟା ଫେମ ନିଜ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ ସହ ସେୟାର କରୁଛି । ଯେଉଁ ଡାଟା ବ୍ୟବହାରକାରୀଙ୍କ ଦ୍ୱାରା ଏହି ଆପରେ ଅପଲୋଡ଼ କରାଯାଇଥାଏ ।

ବ୍ୟବହାରକାରୀମାନେ ଶେଷ ଥର ପାଇଁ କେବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏଥିପାଇଁ ଗର୍ଭ ନିରୋଧକ ଉପାୟ ଆପଣେଇଥିଲେ ନା ନାହିଁ ଏ ବାବଦରେ ବ୍ୟବହାରକାରୀ ଆପରେ ତଥ୍ୟ ଦେଇଥାନ୍ତି । ଏହି ସବୁ ତଥ୍ୟ ଆପମାନେ ଫେସବୁକକୁ ଦେଉଥିବାବେଳେ ଫେସବୁକ ସଫ୍ଟୱେୟାର ଡେଭଲପମେଣ୍ଟ କିଟ ମାଧ୍ୟମରେ ଲିକ ହୋଇଯାଇଥାଏ ।

ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ବ୍ୟବହାରକାରୀ ଏହି ସଵୁ ଆପ ନିଜ ମୋବାଇଲରେ ଇନଷ୍ଟଲ କରିଥାନ୍ତି ଠିକ ସେହି ସମୟ ପରଠାରୁ ଆପଗୁଡିକ ତଥ୍ୟ ଫେସବୁକ ସହ ସେୟାର କରିବା ଆରମ୍ଭ କରିଦେଇଥାନ୍ତି ।

ତେଣୁ ପ୍ରାପ୍ତ ବୟସ୍କା ଯେଉଁମାନେ ପରକୀୟା ପ୍ରୀତିକୁ ପସନ୍ଦ କରି ଯୌନ ସୁଖ ପାଇବା ପାଇଁ ଅନ୍ଧଭଳି କେବଳ ସେକ୍ସକୁ ଗୁରୁତ୍ଵ ଦେଇଥାନ୍ତି ସେମାନେ ଏଣିକି ସାବଧାନ ରୁହନ୍ତୁ ।