ଯୁବତୀ, ମହିଳାଙ୍କ ବ୍ରେଷ୍ଟକୁ କିସ୍ କଲେ କଣ ହୁଏ ? କଣ ରହିଛି ଫାଇଦା, ଜାଣନ୍ତୁ...

What happens if you kiss a woman's breast Know what are the benefits
 
What happens if you kiss a woman's breast Know what are the benefits
ଯୁବତୀ, ମହିଳଙ୍କ ବ୍ରେଷ୍ଟକୁ କିସ୍ କଲେ କଣ ହୁଏ ? ଜାଣନ୍ତୁ...
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: ଆପମାନଙ୍କୁ ହୁଏତ ଏହା ଅଜିବ୍ ଲାଗୁଥିବ ଯେ, ଆମେ ଏମିତି କେମିତି ପ୍ରଶ୍ନ ପଚାରୁଛୁ । ବିଶ୍ୱାସ ରଖନ୍ତୁ ଏହା ଜମାରୁ ଅସାଧାରଣ ନୁହେଁ ଏହା ଆମ ଜୀବନଚର୍ଯ୍ୟାରେ ସାମିଲ ଏକ ସାଧାରଣ କଥା । ହୁଏତ ଆପଣ ଏମିତି ପ୍ରଶ୍ନ ଶୁଣିଲା ପରେ ନାକ ଟେକୁଥିବେ କିମ୍ବା ଆପଣଙ୍କ ମୁହଁରେ ଏକ ସ୍ମିତ ହାସ୍ୟ ଆସିଯାଇଥିବ ନିଶ୍ଚିତ । ତେବେ ଆଉ କାଳ ବିଳମ୍ବ ନ କରି ଆମେ ଏହି ପ୍ରଶ୍ନର ରହସ୍ୟ ଉପହରୁ ପର୍ଦ୍ଦା ହଟାଉଛୁ । ତେବେ ତାହା ପୂର୍ବରୁ କହି ରଖୁଛୁ ଯେ, ଆମ ଯୌନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତନ ମନ ଯୌବନକୁ ନେଇ ଯେଉଁମାନଙ୍କ ମନରେ ଉତ୍କଣ୍ଠା ଥାଏ ସେମାନଙ୍କୁ ଏହି ଆଲେଖ୍ୟ ନିଶ୍ଚିତ ରୂପରେ ଆମୋଦିତ କରିବ ବୋଲି ଆଶା ରଖୁଛୁ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଆପଣ ଜାଣନ୍ତି, ଅଧିକାଂଶ ପୁରୁଷଙ୍କ ଏକ ସିକ୍ରେଟ ଡିଜାୟର ହେଉଛି ଯେ, ସେମାନେ ଯୁବତୀ କିମ୍ବା ମହିଳାଙ୍କ ବ୍ରେଷ୍ଟକୁ କିସ୍ କରିବେ । ଏହା ମଧ୍ୟ ସେମାନଙ୍କ ଏକ ଗୁପ୍ତ ଇଚ୍ଛା ଥାଏ ଯେ, ସେମାନେ ମହିଳାଙ୍କ ବ୍ରେଷ୍ଟକୁ ନିଜ ହାତରେ ଧରିବେ ଓ ଆଖିରେ ଦେଖିବେ । ଏସବୁଠୁ କିନ୍ତୁ ଅଧିକ ଆଗ୍ରହ ରହିଥାଏ ବ୍ରେଷ୍ଟ ବା ସ୍ତନକୁ କିସ୍ ବା ଚୁମ୍ବନ କରିବା । ଏମିତିରେ ମହିଳାଙ୍କ ବୟଫ୍ରେଣ୍ଡଙ୍କୁ ହିଁ ଏହାର ସୁଯୋଗ ମିଳିଥାଏ । ବୟଫ୍ରେଣ୍ଡମାନେ ହିଁ ସେମାନଙ୍କ ଲେଡି ପାର୍ଟନରଙ୍କ ବ୍ରେଷ୍ଟ ଦେଖିବାର ସୁଯୋଗ ପାଇବା ସହ ତାକୁ ନିଜ ହାତରେ ଧରିବା ଓ ମୁହଁ ଲଗାଇ କିସ୍ କରିବାର ଆନନ୍ଦ ମିଳିଥାଏ । ଆପଣ ଜାଣନ୍ତି ସେଥିପାଇଁ ସେମାନେ ବ୍ରେଷ୍ଟକୁ କିସ୍ କଲା ବେଳେ ଅଧିକ ଏକ୍ସାଇଟେଡ୍ ବା ରୋମାଞ୍ଚିତ ହୋଇପଡ଼ନ୍ତି । ଆପଣ ଜାଣନ୍ତି ଏହାର ଅନେକ ଫାଇଦା ବି ରହିଛି । ଉଭୟ ମେଲ୍ ଏବଂ ଫିମେଲ୍ ପାର୍ଟନରଙ୍କୁ ଏହି ଫାଇଦା ମିଳିଥାଏ । ଯେମିତି କି...

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

1.    ବ୍ରେଷ୍ଟକୁ କିସ୍ କଲେ ଟେନସନ ଫ୍ରି ହୋଇଥାଏ
2.    ମାନସିକ ଅବସାଦ ଦୂର ହୋଇଥାଏ
3.    ଶାନ୍ତି ପ୍ରାପ୍ତି ହୋଇଥାଏ
4.    ମାନସିକ ସ୍ଥିତି ଠିକ୍ ରହିଥାଏ
5.    ଶରୀରରୁ ଆରମ ମିଳିଥାଏ
6.    ମେଲ୍, ଫିମେଲଙ୍କ ଦିଲ୍ ଖୁସ୍ ହୋଇଥାଏ
7.    ଏହା ହୃଦୟ ପାଇଁ ବେଶ୍ ଉପକାରୀ ସାବ୍ୟସ୍ତକ ହୋଇଥାଏ
8.    ବ୍ରେଷ୍ଟକୁ କିସ୍ କଲେ ଛାତିର ହୃଦସ୍ପନ୍ଦନ ବଢ଼ିଥାଏ, ଏହା ଉପକାରୀ ଅଟେ
9.    ବ୍ରେଷ୍ଟକୁ କିସ୍ କଲେ ରକ୍ତ ପ୍ରବାହ ଠିକ୍ ରୁହେ
10.    ଅଧିକ ଦିନ ଯାଏ ଫୁର୍ତ୍ତିଲା ଲାଗେ

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନ ପରେ ରାକ୍ଷୀ ହାତରୁ କେବେ ଖୋଲି ଦେବା ଉଚିତ, ଜ୍ୟୋତିଷାଚାର୍ଯ୍ୟ ଅନୁସାରେ ଜାଣନ୍ତୁ ସମୟ ଓ ବିଦ୍ଧି 

ତେବେ ଆଉ ଡେରି କାହିଁକି ଆଜି ହିଁ ଯଦି ଆପଣଙ୍କୁ ସୁଯୋଗ ମିଳୁଛି ତେବେ ଏହି ସୁଯୋଗର ହାତଛଡ଼ା କରନ୍ତୁ ନାହିଁ । ଏହାର ଫାଇଦା ସମ୍ପର୍କରେ ତ ଆପଣ ଜାଣିଲେ ନିଜ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାନ୍ତୁ ।