ସାରଥୀ ପୁଅର ବାହାଘର: କିଏ ସେହି ଯୁବତୀ ଯିଏ ଧରିଲେ ସନ୍ତୋଷ ରାଉଳଙ୍କ ପୁଅର ହାତ

 

ଓଡ଼ିଆ ଗସିପ୍ ବ୍ୟୁରୋ: ବଡ଼େ ମିଆଁ ତ ବଡ଼େ ମିଆଁ ଛୋଟେ ମିଆଁ ଶୁଭାନାୱାଲା । ଅର୍ଥାତ ଜିସକା ବାପା ଚଢ଼େ ଘୋଡ଼ା ଉସକା ବେଟା ଥୋଡ଼ା ଥୋଡ଼ା । ଆଜି ଏହି ପ୍ରସଙ୍ଗରେ ଆମେ ଆଲୋଚନା ଏଥିପାଇଁ କରୁଛେ କାହିଁକିନା  ଏଇ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିବାଦୀୟ ବାବା ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥୀ ବାବାର ପାଳିତ ପୁଅ ସତ୍ୟମ ରାଉଳର ବାହାଘର ସରିଛି । ଆଉ ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଚଡି ଗ୍ୟାଙ୍ଗ ଆତଙ୍କ, ଲୁଟିନେଲେ ୨ ଭରି ସୁନା ସହ ୪ଲକ୍ଷ ଟଙ୍କା

ବହୁଚର୍ଚ୍ଚିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କର ଶନିବାର ଦିନ ପାରାଦୀପ ଉପକଣ୍ଠ ବାଲଡିଆ ଗାଁରେ ବାହାଘର ହୋଇଛି। ଏହି ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି। ଶନିବାର ସକାଳୁ ଏହି ଖବର ପ୍ରଚାର ହେବା ପରେ ସତ୍ୟମଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ।

ଅଧିକ ପଢ଼ନ୍ତୁ: ପୁଣି ସୀମା ପାର୍ କଲା ନିଶା ମହାରଣା ଗାଳି: ପଛରୁ ଆସି ହତିଆର ମାରିବାକୁ ଦେଲେ ନିମନ୍ତ୍ରଣ, କହିଲେ ଏହି ସବୁ କଥା

ତ୍ୟମ ନିଜ ବନ୍ଧୁ, ପରିଜନଙ୍କ ସହ ବିରାଟ ପଟୁଆରରେ ଆସି କନ୍ୟା ଘର ନିକଟରେ ପହଞ୍ଚି ଥିଲେ। ରାସ୍ତାରେ କିଛି ଲୋକ ସତ୍ୟମଙ୍କ ସହ ସେଲ୍‌ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଚାର ହେଉଥିଲା ଯେ, ସାରଥି ମଧ୍ୟ ଆସିବେ। ମାତ୍ର ଏହି ବିବାହ ଉତ୍ସବରେ ତାଙ୍କ ଦେଖା ମିଳି ନଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ସାରଥିଙ୍କ ପ୍ରତିକ୍ରିୟା ନେବା ପାଇଁ ସେଠାରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା।
 

ଅଧିକ ପଢ଼ନ୍ତୁ: ଚୁମା ଚାଟିରେ କପୁଲଙ୍କ ରେକର୍ଡ ନିଶା: କେଉଁଠି କିଏ କେମିତି କଲା ଜାଣନ୍ତୁ