ଭୟଙ୍କର ପୋଜିସନରେ ସେକ୍ସ କରୁଥିଲେ ୩୭ ବର୍ଷୀୟ ଯୁବକ; ହଠାତ୍ କଟିଗଲା ଯୌନାଙ୍ଗ, ଖଟରୁ ଦୌଡିଲା ମେଡିକାଲ ହେଲେ ଘଟିଗଲା ଅଘଟଣ

 

ଓଡ଼ିଆ ଗସିପ ବ୍ୟୁରୋ: ଜୀବନରେ ଅଘଟଣ କେବେ କହିକି ଆସେନି ଆଉ ଯେବେ ଆସେ ତାହା ମଣିଷକୁ ତଳି ତଳାନ୍ତ କରିଦିଏ । ବିଶେଷ କରି ଶାରୀରିକ ଓ ମାନସିକ ଭାରସାମ୍ୟ ବିଗାଡି ଦେଇଥାଏ ।

ଆଜି ଆମେ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛେ ତାହା ଆପଣ ଓ ଆମ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ଵପର୍ଣ୍ଣ । ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଆଲୋଚନା....

ଜାତୀୟ ଗଣମାଧ୍ୟମରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏକ ବିପଦପୂର୍ଣ୍ଣ ସେକ୍ସ ପୋଜିସନ୍ ବେଳେ ଜଣେ ବିଦେଶୀ ୩୭ ବର୍ଷୀୟ ଯୁବକ ନିଜର ଯୌନାଙ୍ଗ ହରାଇବା ହୁଏତ ଦୁନିଆରେ ପ୍ରଥମ ଖବର ବୋଲି ଧରି ନିଆଯିବ । ରିଭର୍ଶ କାଓ ପୋଜିସନରେ ସେକ୍ସ୍ କରୁଥିଲେ ଏହି ଯୁବକ ଆଉ ହଠାତ୍ କଟିଗଲା ଯୌନାଙ୍ଗ, ଖଟରୁ ଦୌଡିଲା ମେଡିକାଲକୁ ।

ଆହୁରି ପଢ଼ନ୍ତୁ : ଶନିଦେବ କରିବେ ବକ୍ରୀ ଚଳନ; ୧୨୪ ଦିନ ପର୍ଯ୍ଯନ୍ତ ଦୁର୍ଦ୍ଦିନରେ କଟିବ ୫ ରାଶି ଥିବା ବ୍ୟକ୍ତି ବିଶେଷଙ୍କ ଦିନ

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଅପରାଜିତା କଥାରେ ପରିଚାଳିତ ବିଜେପି, ତଡା ଖାଇବେ କି ମୁକୁ ? ସଜ୍ଜନଙ୍କ ଲେଖାକୁ ନେଇ ବଢ଼ିଲା ଚର୍ଚ୍ଚା

କାହିଁକି ନା ଭୁଲ ଭାଲ ସେକ୍ସ ପୋଜିଶନ ଯୋଗୁଁ ସମ୍ପୃକ୍ତ ଯୁବକଙ୍କ ପ୍ରବଳ ରକ୍ତସ୍ରାବ ସମେତ ଖଣ୍ଡିଆ ଲିଙ୍ଗକୁ ନେଇ ଯନ୍ତ୍ରଣା ସହିବା ସହଜ ନଥିଲା । ସାମାନ୍ୟତମ ଯୌନ ଆକର୍ଷଣ ଓ ଉନ୍ମାଦନାରେ ମାତି କେମିତି ଜଣେ ସର୍ବସ୍ବ ହରାଇପାରେ ତାହା ନିଜ ଆଖି ଆଗରେ ଦେଖି ଚମକି ଯାଇଥିଲେ ସମ୍ପୃକ୍ତ ଯୁବକ ଯାଇଥିବା ହସ୍ପିଟାଲର କର୍ମଚାରୀ ।

ଇଣ୍ଡୋନେସିଆରେ ଘଟିଥିବା ଏହି ଅଘଟଣ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଡାକ୍ତରମାନେ ମଧ୍ୟ ହତ ଚକିତ ହୋଇ ଯାଇଛନ୍ତି ଏଥିପାଇଁ ଯେ, ସେମାନେ ସମ୍ପୃକ୍ତ ଯୁବକଙ୍କ ଦରଖଣ୍ଡିଆ ଲିଂଗରେ ଆଉ ହାଡ ନଥିଲା । ତେଣୁ ସାବଧାନ ରୁହନ୍ତୁ ଲିଙ୍ଗକୁ ଯତ୍ନରେ ରଖନ୍ତୁ ।