ଜୀବନରେ ମୋ ସହ ଅନେକ ଘଟଣା ଘଟିଛି; ଶେଷ ଘଟଣାର ନାଁ ''ପ୍ରେମ'' ଥିଲା

 

ଓଡ଼ିଆ ଗସିପ୍ ବ୍ୟୁରୋ: ମୋ ଜୀବନରେ ଅନେକ ଘଟଣା ଘଟିଛି । ଅନେକ ଭଲ ମନ୍ଦ ଦେଖିଛି । କେବେ ଖୁସି ଆଉ କେବେ ଦୁଃଖି ହୋଇଛି । କେବେ କାନ୍ଦିଛି ପୁଣି କେବେ ହସିଛି । ହେଲେ ସେ ସମୟକୁ ମୁଁ କେବେ ଭୁଲି ପାରିବି ନାହିଁ ।

ଆଜି ବି ଭାବିଲା ବେଳକୁ ମୋର କଣ କଣ ହୋଇ ଯାଉଛି । ମୁଁ ପାଣି ପାଣି ହୋଇ ଯାଉଛି । ମୁଁ ପରିସାନ ହୋଇ ଯାଉଛି । ହଁ ମୁଁ ନିଜକୁ ନିଜେ ସମ୍ଭାଳି ପାରୁନାହିଁ । କାହିଁକି ନା ମୋ ଜୀବନରେ ଅନେକ ଘଟଣା ଘଟିଛି ହେଲେ ଶେଷ ଘଟଣାର ନା ଥିଲା ପ୍ରେମ । ଯାହାକୁ ନା ମୁଁ କେବେ ଭୁଲି ପାରିବି ନା କେବେ ନିଜ ମନ ଭିତରୁ ବାହାର କରି ପାରିବି । ପ୍ରକୃତିଙ୍କ ଶବ୍ଦରେ କହିବାକୁ ଗଲେ, ହାଦସେ ବହୁତ ସାରେ ହୁଏ ଜିନ୍ଦେଗି ମେ, ଆଖିର କା ନାମ୍ ଇସ୍କ ଥା...

ଅଧିକ ପଢ଼ନ୍ତୁ: ସୂର୍ଯ୍ୟଙ୍କ ବଡ଼ ପରିବର୍ତ୍ତନ; କ୍ଷତି ସହିବେ ଏହି ୫ ରାଶି, ୩୨ ଦିନରେ ଆସିବ ଗୁରୁତର ସଙ୍କଟ!

ହଁ ପ୍ରିୟ ପାଠକଗଣ ଏମିତି କିଛି ଇମୋସନାଲ ପୋଷ୍ଟ କରି ଫ୍ୟାନଙ୍କୁ ସ୍ୟାଡ୍ କରି ଦେଇଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରକୃତି ମିଶ୍ର । ସବୁବେଳେ ସୋସିଆଲ ମିଡିଆରେ ହଟ ବୋଲ୍ଡ ଫଟୋ ପୋଷ୍ଟ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ପ୍ରକୃତି ଏବେ ପୁଣି ଥରେ ନିଜର ଏହି ନିଆରା ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ।

କିନ୍ତୁ କାହିଁକି ଅଚାନକ ଏମିତି ପୋଷ୍ଟ କଲେ ପ୍ରକୃତି ? କଣ ରହିଛି ଏହା ପଛର କାରଣ ? କଣ ଆଜି ବି ସେ ଦିନର ଷ୍ଟ୍ରୀଟ୍ ଫାଇଟକୁ ଭୁଲି ପାରୁନାହାନ୍ତି ପ୍ରକୃତି ନା ବାବୁସାନଙ୍କ ସହ ସମ୍ପର୍କକୁ ଆଜି ବି ମନେ ପକାଉଛନ୍ତି ? ସେ ଯାହା ବି ହେଉ ରାଜରାସ୍ତାରେ ଷ୍ଟାର କଳି ପରଠାରୁ ଏବେ ଏକ ପ୍ରକାର ଗୁମସୁମ୍ ରହୁଛନ୍ତି ପ୍ରକୃତି ।

ଅଧିକ ପଢ଼ନ୍ତୁ: ଦେଖନ୍ତୁ Exclusive ଭିଡିଓ: ସାମ୍ନାକୁ ଆସିଲା ଶୁଭଲକ୍ଷ୍ମୀଙ୍କ ଭାଇରାଲ ଏମଏମଏସ ଭିଡିଓ, ସେକ୍ସ ନିଶାରେ ଯାଇଛି ଜୀବନ!

ତେବେ ହଠାତ୍ ଆଖିର ହାଦସାର ନାଁ ଇସ୍କ କହି ପ୍ରକୃତି ଏହା ପ୍ରମାଣ କରିଛନ୍ତି ଯେ, ବାବୁସାନଙ୍କ ସହ ତାଙ୍କର ସମ୍ପର୍କ ଥିଲା । କେବଳ ନଥିଲା ଏହା ଅତିବ ଗାଢ଼ ଥିଲା । ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ, ସେମାନେ କାହାର ଆକଟ ନ ମାନି ଖୋଲା ଆକାଶର ଆସମାନି ଚଢ଼େଇ ସାଜି ଉଡୁଥିଲେ ବୁଲୁଥିଲେ ଥଣ୍ଟ ମାରି ପ୍ରେମ ବାଣ୍ଟୁଥିଲେ ।

ହେଲେ କିଏ ଜାଣେ କେଜାଣୀ କାହିଁକି ସେମାନଙ୍କ ପ୍ରେମରେ କିଏ ବୁଣିଲା କଣ୍ଟା ଆଉ ଚାଲୁ ଚାଲୁ ସେ କଣ୍ଟା ବାଜି ଦୁହେଁ ଏତେ ଆଘାତ ପାଇଲେ ଯେ, ଆଜି ବି ଏହି ଲୈଲା ମଜୁନୁଙ୍କ ପ୍ରେମ କାହାଣୀର କାହାଣୀ ଗାଉଛି ସୋସିଆଲ ମିଡିଆ ....