ଅଭିନେତ୍ରୀଙ୍କ ପାଦକୁ ଜିଭରେ ଚାଟିଲେ ରାମ ଗୋପାଳ ବର୍ମା, ଏହି ହଟ ପୋଜ ଏବେ ଭାଇରାଲ ହେବାରେ ଲାଗିଛି, ଦେଖନ୍ତୁ ଭିଡ଼ିଓ...

 

ଓଡ଼ିଆ ଗସିପ ବ୍ୟୁରୋ: ସବୁବେଳେ ହଟ ଅନ୍ଦାଜ ପାଇଁ ଚିହ୍ନା ପଡନ୍ତି ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା । ଆଉ ଏବେ ଜଣେ ଅଭିନେତ୍ରୀଙ୍କ ପାଦକୁ ଜିଭରେ ଚାଟି ଭାଇରାଲ ହୋଇଛନ୍ତି ଏହି ନିର୍ଦେଶକ ଜଣଙ୍କ । ପୂର୍ବରୁ ଓଡ଼ିଶାର ଜଣେ ଅଭିନେତ୍ରୀଙ୍କ ସହ ହଟ ପୋଜ ଦେଇ ସୋସିଆଲ ମିଡ଼ିଆରେ ନିଆଁ ଲଗେଇଥିଲେ ରାମ ।

ଆଉ ଏପଟେ ବଲିଉଡର ଆଗ ଧାଡ଼ିର ନିର୍ଦ୍ଦେଶକ ଥିବା ରାମ ଗୋପାଳ ବର୍ମା ବର୍ତ୍ତମାନ ତେଲୁଗୁ ସିନେମାରେ ସୀମିତ ରହିଯାଇଛନ୍ତି । ରାମ ଗୋପାଳ ବର୍ମାଙ୍କ ନିଜ ଚଳଚ୍ଚିତ୍ରକୁ ହିଟ୍ କରିବା ପାଇଁ କୌଣସି ସ୍ତରରେ ପ୍ରଚାର କରିବାକୁ ପଛାନ୍ତି ନାହିଁ । ଯେଉଁ କାରଣରୁ ସେ ଅନେକ ଥର ବିବାଦର ଶିକାର ମଧ୍ୟ ହୋଇଛନ୍ତି ।

ଏବେ ପୁଣି ଥରେ ସେ ଟ୍ୱିଟରରେ ତାଙ୍କର ଏକ ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମହିଳାଙ୍କ ପାଦକୁ ଚୁମ୍ବନ ଦେଉଥିବା ଦେଖାଯାଇଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଲିଉଡ଼ ହିରୋଇନ ରିୟା ଦେ'ଙ୍କୁ ବିବାହ କଲେ ଏହି ପୁଅ, କିଛି ଏପରି ଥିଲା ତାଙ୍କ ନିର୍ବନ୍ଧ ଠାରୁ ଧରି ବିବାହ, ଦେଖନ୍ତୁ ଭିଡ଼ିଓ...

ରାମ ଗୋପାଳ ବର୍ମା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡେଞ୍ଜରସ’ର ପ୍ରମୋସନ ପାଇଁ ଏଭଳି ଫଟୋ ଟ୍ବିଟ କରିଥିବା କୁହାଯାଉଛି । ଫଟୋରେ ଯେଉଁ ମହିଳାଙ୍କ ପାଦ ଦେଖିବାକୁ ମିଳିଛି, ସେ ଫିଲ୍ମର ଅଭିନେତ୍ରୀ ।

<a href=https://youtube.com/embed/ql31Oik9yVM?autoplay=1&mute=1><img src=https://img.youtube.com/vi/ql31Oik9yVM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ ଫିଲ୍ମର ପ୍ରଚାର କରିବା ପାଇଁ ରାମ ଗୋପାଳ ବର୍ମାଙ୍କ ଏଭଳି ଶୈଳୀକୁ ଲୋକେ ପସନ୍ଦ କରୁନଥିବା ଦେଖାଯାଇଛି । ଏଥିପାଇଁ ତାଙ୍କୁ ଟ୍ରୋଲିଂର ଶିକାର ମଧ୍ୟ ହେବାକୁ ପଡ଼ିଛି ।