ମେଡ଼ିସିନ୍ ଦୋକାନୀଙ୍କ ଅମାନବୀୟ କାଣ୍ଡ, ଇଞ୍ଜେକ୍ସନ ଦେବା ବାହାନାରେ +୨ ଛାତ୍ରୀଙ୍କୁ କଲା ଦୁଷ୍କର୍ମ 
 

College student molested on the pretext of giving injection 
 
 
College student molested on the pretext of giving injection
ଇଞ୍ଜେକ୍ସନ ଦେବା ବାହାନାରେ +୨ ଛାତ୍ରୀଙ୍କୁ କଲା ଦୁଷ୍କର୍ମ 
 

ଓଡ଼ିଆ ଗସିପ୍ ବ୍ୟୁରୋ: +୨ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କଲେ ଜଣେ ମେଡ଼ିସିନ୍ ଦୋକାନୀ । ଏପରି ଏକ ଜଘନ୍ୟ ଘଟଣା ଘଟାଇଛନ୍ତି ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଶ୍ରୀ ଜଗନ୍ନାଥ ମେଡ଼ିସିନ ଷ୍ଟୋରର ମାଲିକ ପ୍ରଶାନ୍ତ । 

ସେହି ଅଞ୍ଚଳରେ ନିଜକୁ ଡାକ୍ତର ବୋଲାଉଥିବା ଜଗନ୍ନାଥ ମେଡ଼ିସିନ୍ ଦୋକାନ ମଲିକ ପ୍ରଶାନ୍ତ କୁମାର ନାୟକ । ଇଞ୍ଜେକ୍ସନ ଦେବା ନାରେ ନାବାଳିକା ସହିତ ଦୁଷ୍କର୍ମ କଲା ମେଡ଼ିସିନ ଦୋକାନୀ । କେହି ନ ଥିବାର ସୁଯୋଗରେ ଘର ଭିତରକୁ ଡ଼ାକି ନେଇ ନାବାଳିକା ସହିତ ଦୁଷ୍କର୍ମ କଲା ନର ପିଶାଚ । 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ପରିବାର ଲୋକଙ୍କ କହିବା ମୁତାବକ ଶଙ୍କରପୁର ଗ୍ରାମର ନାବାଳିକା ଝିଅଟି ଜ୍ୱର ହୋଇଥିବା ନେଇ ସେ ମେଡ଼ିସିନ ପାଇଁ ଶ୍ରୀଜଗନ୍ନାଥ ମେଡ଼ିସିନ ଷ୍ଟୋର ଯାଇଥିଲେ । ହେଲେ ଦୋକାନ ପାର୍ଶ୍ଵରେ କେହି ନଥିବାର ସୁଯୋଗ ନେଇ ଘର ଭିତରୁ ଡାକି ନେଇଥିଲେ ନାବାଳିକା ଝିଅକୁ । ଜ୍ୱର ଭଲ କରିବାକୁ ହେଲେ ଇଞ୍ଜେକ୍ସନ ଦେବା କୁ ପଡ଼ିବ ବୋଲି କହିଥିଲେ । ପରେ ଘର ଭିତରୁ କବାଟ ଦେଇ ନାବାଳିକା ସହିତ ଦୁଷ୍କର୍ମ କରିଥିବଲେ । 

ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ

କିଛି ସମୟ ପରେ ଘରକୁ ଫେରି ପୀଡ଼ିତା ନାବାଳିକା ଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କୁ ତା ସହ ଘଟିଥିବା ଘଟଣା ବିଷୟରେ ଜଣାଇ ଥିଲେ । ପରେ ପରିବାର ଲୋକେ ଏନେଇ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଚୌଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ