ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି

ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି
ଅନୁଭବ ଗଲା ପରେ: ନୂଆ ହବି ସହ ବର୍ଷା ଫୁଲ୍ ବିଜି

ଓଡ଼ିଆ ଗସିପ୍ ବ୍ୟୁରୋ: କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଛି

ଆଉ ଏପଟେ ନୂଆ ହବି ସହ ଫୁଲ୍ ମୁଡ୍ ରେ ଅଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ଠାରୁ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ଏକ ପ୍ରକାର ଛିନ୍ନ ହେବା ପରଠାରୁ ଏବେ ଏକଟୁଆ ଜିଇଁବା ଶିଖୁଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ।

ଅନୁଭବଙ୍କ ଘରେ ରହୁଥିଲେ ହେଁ ବର୍ଷାଙ୍କ ପ୍ରତି ଅବହେଳା କରାଯାଉଥିବା କଥା ସାମାଜିକ ଗଣମାଧ୍ୟମରେ ସବୁବେଳେ ସାମ୍ନାକୁ ଆଣୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ଏବେ ଠିକ୍ ସେମିତି ସ୍ୱାମୀଙ୍କ ଅନୁପସ୍ଥିତିରେ ନୂଆ ହବି ସହ ନୂଆ ନୂଆ ଡିଜାଇଲ ଚିତ୍ର କରି ସମୟ ବିତାଉଛନ୍ତି ବର୍ଷା ।

Share this story

World Odia Language Conferene