ଜେଲ୍ ରେ ଏମିତି କଟୁଥିଲା ରିୟାଙ୍କ ରାତି

ଜେଲ୍ ରେ ଏମିତି କଟୁଥିଲା ରିୟାଙ୍କ ରାତି
ଜେଲ୍ ରେ ଏମିତି କଟୁଥିଲା ରିୟାଙ୍କ ରାତି

ଓଡ଼ିଆ ଗସିପ୍ ବ୍ୟୁରୋ: ଜେଲ୍‌ ଦଣ୍ଡାଦେଶ କାଳରେ ଖୁବ୍ ସକାରାତ୍ମକ ରହୁଥିଲେ ରିୟା। ଜେଲ୍‌‌ରେ ଥିବା ଅନ୍ତେବାସୀମାନଙ୍କୁ ଯୋଗ ଶିଖାଉଥିଲେ ରିୟା। 

ଜେଲ୍ ରେ ଏମିତି କଟୁଥିଲା ରିୟାଙ୍କ ରାତି

 ଜେଲ୍‌ରୁ ମୁକୁଳିବା ପରେ ସେ ଜେଲ୍‌ରେ କିଛି ଏଭଳି ଭାବେ ରିୟା ରହୁଥିଲେ କହିଛନ୍ତି ତାଙ୍କ ଓକିଲ ସତୀଶ ମନସିନ୍ଦେ।

ପୂର୍ବରୁ ମନସିନ୍ଦେ ଏକ ସାକ୍ଷାତ୍‌କାରରେ ରିୟାଙ୍କୁ ‘ବାଘୁଣୀ’ ବୋଲି ସମ୍ବୋଧନ କରିିଥିଲେ।

ସେ କହିଥିଲେ ଯେ ରିୟା ଲଢ଼େଇ କରି ତାଙ୍କ ଭାବମୂର୍ତ୍ତିକୁ ପୁଣି ଥରେ ସୁଧାରିବାରେ ନିଶ୍ଚୟ ସମର୍ଥ ହେବେ।

ଉଲ୍ଲେଖଯୋଗ୍ୟ, ‌ବେନିୟମ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ସହ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀ, ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ପରିଚାଳକ ସାମୁଏଲ୍‌ ମିରିଣ୍ଡା ଓ ଅନ୍ୟ କିଛି ଜଣଙ୍କୁ ସେପ୍ଟେମ୍ବର ୯ ତାରିଖରେ ଗିରଫ କରିଥିଲା ଏନ୍‌ସିବି। ଦୀର୍ଘ ୨୮ ଦିନ ପରେ ଅକ୍ଟୋବର ୭ ତାରିଖରେ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ।

Share this story

World Odia Language Conferene