ରିୟା ରିଟର୍ଣ୍ଣ: ଏବେ ଏମିତି କଟିବ ରାତି

ରିୟା ରିଟର୍ଣ୍ଣ: ଏବେ ଏମିତି କଟିବ ରାତି
ରିୟା ରିଟର୍ଣ୍ଣ: ଏବେ ଏମିତି କଟିବ ରାତି

ଓଡ଼ିଆ ଗସିପ ବ୍ୟୁରୋ: ଦୀର୍ଘ ଏକ ମାସର ଜେଲ୍ ରହଣୀ ପରେ ଘରକୁ ଫେରିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ।

ବମ୍ବେ ହାଇକୋର୍ଟରୁ ଆଜି ରିୟାଙ୍କୁ ଜାମିନ ମିଳିଥିଲା । କୋର୍ଟ କାଗଜପତ୍ର ଜେଲ୍ ରେ ଦାଖଲ କରିବା ପରେ ରିୟା ଆଜି ଜେଲ୍ ରୁ ଘରକୁ ଫେରିଛନ୍ତି ।

ଏଣିକି ଘରେ ସେ ଶାନ୍ତିରେ ଶୋଇପାରିବେ ସତ କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ଓ ରିୟାଙ୍କୁ ନେଇ ଉଠିଥିବା ବିବାଦ ରିୟାଙ୍କ ଜିନା ହାରାମ କରିଦେବ ନିଶ୍ଚୟ ।

Share this story

World Odia Language Conferene