ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା

ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା
ଓଡ଼ିଶା କଂଗ୍ରେସରେ ଅଦଳ ବଦଳ: ଦିଲ୍ଲୀରୁ ନୂଆ ଟିମ୍ ତାଲିକା ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଣ୍ଡ ଉପରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ।ଏଭଳି ସମୟରେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶା ପ୍ରଦେଶ କଂଗ୍ରେସ ପାଇଁ ଟିମ୍ ଟିମ୍ ପ୍ରସ୍ତୁତ କରିଛନ୍ତି । ଏହା ଜିଲ୍ଲା ସାଂଗଠନିକ ସ୍ତରରେ ହୋଇଛି ।

ତୃଣମୂଳସ୍ତରରେ କଂଗ୍ରେସର ସ୍ଥିତି ମଜଭୂତ କରିବା ପାଇଁ ଦଳ ପକ୍ଷରୁ ଆଜି ନୂଆ ସାଂଗଠନିକ ଜିଲ୍ଲାର ପଦାଧିକାରୀଙ୍କ ତାଲିକା ଘୋଷଣା କରାଯାଇଛି ।

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ । ଗଞ୍ଜାମରୁ ରମେଶ ଜେନା, ଖୋର୍ଦ୍ଧାରୁ ସୁର ରାଉତରାୟ, ରାଉରକେଲାରୁ ଜର୍ଜ ତିର୍କୀ ।

ଢେଙ୍କାନାଳରୁ ସରୋଜ ପଟ୍ଟନାୟକ, ଭୁବନେଶ୍ୱରରୁ ବିଶ୍ୱଜିତ ଦାସଙ୍କୁ  ସାଂଗଠନିକ ଦାୟିତ୍ୱ ମିଳିଛି ।

ପୂରା ତାଲିକା ଦେଖିବା ପାଇଁ ତଳେ ଦିଆଯାଇଥିବା ଟ୍ୱିଟ୍ ଲିଙ୍କ କୁ କ୍ଲିକ କରନ୍ତୁ ।…

Share this story

World Odia Language Conferene